Home Bibles ☰ Books ଲୂକଲିଖିତ ସୁସମାଚାର 9:39 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 9:39 · ଓଡ଼ିଆ ବାଇବେଲ

ସେ ମାରେ ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା'ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା' ନିଜର ନିୟନ୍ତ୍ରଣ ହ ରଇେ ବସୁଛି। ତା ମୁହଁରୁ ଫଣେ ବାହାରି ପଡୁଛି। ସେ ଭୂତ ତାକୁ ବାରମ୍ବାର ୟନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡି ଯାଉନାହିଁ।

Cross references

ମାର୍କଲିଖିତ ସୁସମାଚାର 5:4

କାରଣ ତାହାକୁ ଅଧିକାଂଶ ସମୟରେ ହାତକଡି ଓ ବଡେି ଦ୍ବାରା ବାନ୍ଧି ଦିଆଯାଉଥିଲା। କିନ୍ତୁ ସେ ହାତକଡିକୁ ଛିଣ୍ଡାଇ ଖାଲିେ ଦେଉଥିଲା ଓ ଶିକୁଳିକୁ ଖଣ୍ଡ-ଖଣ୍ଡ କରି ଛିଣ୍ଡାଇ ଦେଉଥିଲା। କହେି ହେଲେ ତାକୁ ନିୟନ୍ତ୍ରିତ କରିପାରୁ ନ ଥିଲେ।

ମାର୍କଲିଖିତ ସୁସମାଚାର 9:20

ତେଣୁ ଶିଷ୍ଯମାନେ ପିଲାକୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଦୁଷ୍ଟାତ୍ମା ଯୀଶୁଙ୍କୁ ଦେଖିବା ମାତ୍ ରେ ପିଲାକୁ ଆକ୍ରମଣ କଲା। ସହେି ପିଲା ତଳେ ପଡିଯାଇ ଗଡିଗଲା। ତା' ପାଟିରୁ ଫଣେ ବାହାରିଲା।

ମାର୍କଲିଖିତ ସୁସମାଚାର 9:26

ଦୁଷ୍ଟାତ୍ମା ୟନ୍ତ୍ରଣା ରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦଲୋ। ପୁଣି ଥରେ ପିଲାକୁ ତଳେ କଚାଡି ଦଇେ ଦୁଷ୍ଟାତ୍ମା ତା' ଦହରେୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦଖାଗେଲା। ଅନକେ ଲୋକ କହିଲେ, ସେ ମରି ଯାଇଛି।

ଲୂକଲିଖିତ ସୁସମାଚାର 4:35

ଯୀଶୁ ତାହାକୁ ଧମକ ଦଇେ କହିଲେ, ଚୁପ୍ କର ଏହି ଲୋକର ଦହରେୁ ବାହାରିଯା। ଏହାପରେ ଦୁଷ୍ଟାତ୍ମା ସହେି ଲୋକଟିକୁ ସମସ୍ତଙ୍କ ସାମନା ରେ ତଳେ ପକାଇ ଦଲୋ ଓ ତାହାର କୌଣସି କ୍ଷତି ନକରି ତା' ଦହରେୁ ବାହାରିଗଲା।

ଲୂକଲିଖିତ ସୁସମାଚାର 8:29

ଯୀଶୁ ଭୂତକୁ ସହେି ଲୋକଟି ଦହରେୁ ବାହାରି ଆସିବାକୁ ଆଜ୍ଞା ଦେଲେ। ଲୋକଟି ଯୀଶୁଙ୍କ ଆଗ ରେ ପଡିଯାଇ ଉଚ୍ଚ ସ୍ବର ରେ ପାଟି କରି କହିଲା, ହେ ସର୍ବୋପରିସ୍ଥଙ୍କ ପୁତ୍ର ଯୀଶୁ! ତୁମ୍ଭେ ମାେ'ଠାରୁ କ'ଣ ଚାହୁଁଛ? ମୁଁ ଅନୁ ରୋଧ କରୁଛି, ମାେତେ ଦଣ୍ଡ ଦିଅ ନାହିଁ।

ଯୋହନଲିଖିତ ସୁସମାଚାର 8:44

ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।

ପିତରଙ୍କ ପ୍ରଥମ ପତ୍ 5:8

ନିଜକୁ ସଂୟଜ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଚାରିଆଡ଼େ ଖାଜେି ବୁଲୁଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:11

ପାତାଳସ୍ଥ ସହେି ଅତଳ ଗହ୍ବରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷା ରେ 'ଅବଦ୍ଦୋନ୍' ଓ ଗ୍ରୀକ୍ ଭାଷା ରେ 'ଅପଲିଯୋନ' (ବିନାଶକ) ଥିଲା।

Interlinear

Choose Theme