Home Bibles ମାର୍କଲିଖିତ ସୁସମାଚାର 5:8 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 5:8 · ଓଡ଼ିଆ ବାଇବେଲ

ଯୀଶୁ ଏପରି କରିବା ଦ୍ବାରା ସହେି ଲୋକ ବଡ ପାଟି ରେ ଚିତ୍କାର କରି କହିଲା, ସବୁଠାରୁ ମହାନ ପରମେଶ୍ବରଙ୍କ ପୁତ୍ର ହେ ଯୀଶୁ, ତୁମ୍ଭେ ମାେ ଠାରୁ କ'ଣ ଚାହୁଁଛ? ତୁମ୍ଭକୁ ମୁଁ ଅନୁରୋଧ କରୁଛି, ତୁମ୍ଭେ ମାେତେ ହଇରାଣ କରନାହିଁ।

Cross references

ମାର୍କଲିଖିତ ସୁସମାଚାର 1:25

ଯୀଶୁ ଭର୍ତ୍ସନା କରି କହିଲେ, ଚୁପ୍ କର, ଏହି ଠାରୁ ବାହାରିଯା।

ମାର୍କଲିଖିତ ସୁସମାଚାର 9:25

ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦଇେ କହିଲେ, ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦଇେଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦହେ ଭିତରୁ ବାହାରିଯା। ଏହାର ଦହେ ରେ ପୁଣି ଆଉ କବେେ ହେଲେ ପ୍ରବେଶ କରିବୁ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:18

ସେ ଏପରି ବହୁତ ଦିନ ପର୍ୟ୍ଯନ୍ତ କଲା, ପାଉଲ ଏଥିଲେ ବିରକ୍ତ ହାଇପେଡ଼ିଲେ। ସେ ସହେି ଆତ୍ମାକୁ କହିଲେ, ମୁଁ ଯୀଶୁଙ୍କ ନାମ ରେ ଆଦେଶ ଦେଉଛି, ଏହି ଝିଅଟି ଦହରେୁ ବାହାରିଯା। ସହେି ସମୟରେ ସେ ଆତ୍ମାଟି ବାହାରକୁ ଚ଼ାଲିଆସିଲା।

Interlinear

Choose Theme