Home Bibles ☰ Books ଲୂକଲିଖିତ ସୁସମାଚାର 7:42 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:42 · ଓଡ଼ିଆ ବାଇବେଲ

ସମାନଙ୍କେ ପାଖ ରେ ଟଙ୍କା ନଥିବାରୁ ସମାନେେ ଋଣ ପରିଶାଧେ କରି ପାରୁନଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରି ଦେଲେ। ତବେେ ଏ ଦୁଇଜଣଙ୍କ ମଧିଅରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?

Cross references

ଦିତୀୟ ଶାମୁୟେଲ 14:13

ସ୍ତ୍ରୀ ଲୋକଟି କହିଲା, ତବେେ ଆପଣ କାହିଁକି ପରମେଶ୍ବରଙ୍କ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ଏପରି ଯୋଜନା କରିଛନ୍ତି? ରାଜା ଯାହା କହିଲେ, ତାହା ତାଙ୍କର ଦୋଷକକ୍ସ୍ଟ ପ୍ରତିବିମ୍ବିତ କଲା। କାରଣ ରାଜା ଆପଣା ନିର୍ବାସିତ ପକ୍ସ୍ଟତ୍ରକକ୍ସ୍ଟ ଫରୋଇ ଆଣକ୍ସ୍ଟ ନାହାଁନ୍ତି।

ଗୀତସଂହିତା 32:1

ୟାହାର ସବୁ ପାପ କ୍ଷମା କରାୟାଇଅଛି, ସେ ବ୍ଯକ୍ତି ଧନ୍ଯ। ସହେି ବ୍ଯକ୍ତି ଅଧିକ ଭାଗ୍ଯଶାଳୀ, ଯେତବେେଳେ ତା'ର ସମସ୍ତ ପାପ ଧୋଇ ଦିଆୟାଇଥାଏ।

ଗୀତସଂହିତା 49:7

କହେି ମନୁଷ୍ଯ ବନ୍ଧୁ ତୁମ୍ଭକୁ ବଞ୍ଚାଇପାରିବେ ନାହିଁ କି ତୁମ୍ଭେ ପରମେଶ୍ବରଙ୍କୁ ଲାଞ୍ଚ ଦଇପୋରିବ ନାହିଁ।

ଗୀତସଂହିତା 51:1

ହେ ପରମେଶ୍ବର, ଆପଣଙ୍କ ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେ ପ୍ରତି ଦୟାକର। ତୁମ୍ଭର ମହାନ କରୁଣା ଅନୁସାରେ, ମାରେ ସମସ୍ତ ପାପ କ୍ଷମା କରନ୍ତୁ।

ଗୀତସଂହିତା 103:3

ହେ ମାରେ ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି। ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।

ଯିଶାଇୟ 43:25

ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।

ଯିଶାଇୟ 44:22

ମଲଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଲଭ ମାର୍ଜନା କରିଅଛୁ। ପବନସର ମଲଘ ଚାଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତସହାଇଅଛି।ସତଣୁ ତୁମ୍ଲଭ ଆମ୍ଭ ନିକଟକୁସଫରିଆସ, କାରଣ ଆମ୍ଲଭ ତୁମ୍ଭକୁ ମୁକ୍ତ କରିଅଛୁ।'

ଯିରିମିୟ 31:33

ମାତ୍ର ସଦାପ୍ରଭୁ କହନ୍ତି, ଭବିଷ୍ଯତ ରେ ଆମ୍ଭେ ଇଶ୍ରାୟେଲ ବଂଶ ସହିତ ଏହି ନିଯମ ସ୍ଥିର କରିବା। ଆମ୍ଭେ ସମାନଙ୍କେ ଅନ୍ତର ରେ ଆମ୍ଭର ବ୍ଯବସ୍ଥା ରଖିବା ଓ ସମାନଙ୍କେ ହୃଦଯ ରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ ଓ ସମାନେେ ଆମ୍ଭର ଲୋକ ହବେେ।

ଦାନିଏଲ 9:18

ହେ ମାରେ ପରମେଶ୍ବର, କର୍ଣ୍ଣ ଡରେି ଶୁଣ। ଆପଣା ଚକ୍ଷୁ ମଲେି ଆମ୍ଭମାନଙ୍କର ଦୁରବସ୍ଥା ଦେଖ। ତୁମ୍ଭ ନାମ ରେ ଖ୍ଯାତି ଏହି ନଗର ଅବସ୍ଥା ଦେଖ। ଆମ୍ଭମାନେେ ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭକୁ ନିବଦନେ କରୁଅଛୁ।

ମୀଖା 7:18

ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।

ମାଥିଉଲିଖିତ ସୁସମାଚାର 6:12

ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ, ସହେିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।

ମାଥିଉଲିଖିତ ସୁସମାଚାର 18:25

ରାଜାଙ୍କୁ ଋଣ ପରିଶାଧେ କରିବା ପାଇଁ ଚ଼ାକର ପାଖ ରେ କିଛି ହେଲେ ନଥିଲା। ରାଜା ଆଦେଶ ଦେଲେ ଯେ, ଚ଼ାକରର ସବୁ ଜିନିଷ ଏପରିକି ତାର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦଇେ ଋଣ ପରିଶାଧେ କରାୟିବ।

ମାଥିଉଲିଖିତ ସୁସମାଚାର 18:34

ତାର ମାଲିକ ଖୁବ୍ ରାଗିଗଲେ। ଦଣ୍ଡ ଦବୋ ପାଇଁ ସେ ଚ଼ାକରକୁ କାରାଗାର ରେ ରଖିଲେ। ସମସ୍ତେ ଋଣ ପରିଶାଧେ କରା ନ ୟିବା ପର୍ୟ୍ଯନ୍ତ ଚ଼ାକରଟକୁ କାରାଗାର ରେ ରହିବାକୁ ହେଲା।

Interlinear

Choose Theme