Home Bibles ଦିତୀୟ ଶାମୁୟେଲ 14:13 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 14:13 · ଓଡ଼ିଆ ବାଇବେଲ

ସ୍ତ୍ରୀ ଲୋକଟି କହିଲା, ତବେେ ଆପଣ କାହିଁକି ପରମେଶ୍ବରଙ୍କ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ଏପରି ଯୋଜନା କରିଛନ୍ତି? ରାଜା ଯାହା କହିଲେ, ତାହା ତାଙ୍କର ଦୋଷକକ୍ସ୍ଟ ପ୍ରତିବିମ୍ବିତ କଲା। କାରଣ ରାଜା ଆପଣା ନିର୍ବାସିତ ପକ୍ସ୍ଟତ୍ରକକ୍ସ୍ଟ ଫରୋଇ ଆଣକ୍ସ୍ଟ ନାହାଁନ୍ତି।

Cross references

ବିଚାରକର୍ତାମାନଙ୍କ ବିବରଣ 20:2

ଇଶ୍ରାୟେଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସଠାେରେ ଏକତ୍ରୀତ ହେଲେ। ପରମେଶ୍ବରଙ୍କ ଲୋକଗଣର ସହେି ସମାଜ ରେ ରହିଲେ। ଖଡ୍ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 4,00,000।

ଦିତୀୟ ଶାମୁୟେଲ 7:8

ତେଣୁ ଏବେ ତୁମ୍ଭେ ମାେ ଦାସ ଦାଉଦକକ୍ସ୍ଟ ଏପରି କକ୍ସ୍ଟହ, 'ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହନ୍ତି, ମିଁ ତୁମ୍ଭମାନଙ୍କୁ ଆଣିଲି। ଯେତବେେଳେ ତୁମ୍ଭମାନେେ ଗ୍ଭରଣ ଭୂମିରେ ମଷେପଲଗକ୍ସ୍ଟଡିକ ପଛ ରେ ଅନକ୍ସ୍ଟସରଣ କରୁଥିଲ। ମୁ ତୁମ୍ଭମାନଙ୍କୁ ମାରେ ଇଶ୍ରାୟେଲୀୟ ଲୋକମାନଙ୍କ ଉପରେ ନେତା କରିବା ପାଇଁ ନଇେ ଆସିଲି।

ଦିତୀୟ ଶାମୁୟେଲ 12:7

ନାଥନ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ହେଉଛ ସହେି ଧନୀ ଲୋକ, ଯାହାକି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହିଛନ୍ତି, 'ମୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବାକୁ ପସନ୍ଦ କଲି। ମୁ ତୁମ୍ଭକୁ ଶାଉଲଠାରକ୍ସ୍ଟ ରକ୍ଷା କଲି।

ଦିତୀୟ ଶାମୁୟେଲ 13:37

ତାଙ୍କର ପକ୍ସ୍ଟତ୍ର ଅମ୍ମାନଙ୍କେ ପାଇଁ ଦାଉଦ ବହକ୍ସ୍ଟତ ଦିନ ଶାେକ କଲେ।

ଦିତୀୟ ଶାମୁୟେଲ 13:38

ଏହାପରେ ଅବଶା ଲୋମ ଗଶୂରକକ୍ସ୍ଟ ପଳାଇ ସଠାେରେ ତିନିବର୍ଷ ଧରି ରହିଲା।

ପ୍ରଥମ ରାଜାବଳୀ 20:40

ମୁଁ ଏଣେ ତଣେେ କାର୍ୟ୍ଯରତ ଥିଲା ବେଳେ ସେ ଖସିଗଲା।

ଲୂକଲିଖିତ ସୁସମାଚାର 7:42

ସମାନଙ୍କେ ପାଖ ରେ ଟଙ୍କା ନଥିବାରୁ ସମାନେେ ଋଣ ପରିଶାଧେ କରି ପାରୁନଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରି ଦେଲେ। ତବେେ ଏ ଦୁଇଜଣଙ୍କ ମଧିଅରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?

Interlinear

Choose Theme