Home Bibles ☰ Books ଲୂକଲିଖିତ ସୁସମାଚାର 7:15 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:15 · ଓଡ଼ିଆ ବାଇବେଲ

ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା' ମାଆ ହାତ ରେ ଦଇେ ଦେଲେ।

Cross references

ପ୍ରଥମ ରାଜାବଳୀ 17:23

ତା'ପରେ ଏଲିଯ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସହେି ସ୍ତ୍ରୀ ଲୋକଟିକୁ କହିଲେ, ଦେଖ, ତୁମ୍ଭର ପୁତ୍ର ଜୀବିତ।

ଦିତୀୟ ରାଜାବଳୀ 4:32

ଅନନ୍ତର ଇଲୀଶାୟ ଗୃହ ମଧିଅରେ ପ୍ରବେଶ କରି ଦେଖିଲେ ବାଳକଟି ମୃତ ଅବସ୍ଥା ରେ ଶୟ୍ଯା ଉପରେ ଶାଇେଛି।

ଦିତୀୟ ରାଜାବଳୀ 6:7

ତା'ପରେ ସେ କହିଲେ, ତାହା ଉଠାଇ ନିଅ। ତା'ପରେ ସେ ହାତ ବଢାଇ ତାହା ନଲୋ।

ଦିତୀୟ ରାଜାବଳୀ 13:21

କେତକେ ଇଶ୍ରାୟେଲୀୟ ଜଣେ ମୃତବ୍ଯକ୍ତିକୁ କବର ଦେଉଥିବା ବେଳେ ସମାନେେ ମାୟୋବୀଯ ସୈନ୍ଯମାନଙ୍କୁ ନିକଟକୁ ଆସୁଥିବାର ଦେଖିଲେ। ତହୁଁ ସମାନେେ ଭୟ ରେ ସହେି ମୃତ ଶରୀରକୁ ଇଲୀଶାୟ କବର ଭିତ ରେ ପକାଇ ଦେଲେ ଏବଂ ଦୌଡି ପଳାଇଗଲେ। ସହେିମୃତ ବ୍ଯକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କଲାମାତ୍ ରେ ଜୀବନ୍ତ ହାଇେ ନିଜ ଗୋଡ ରେ ଛିଡା ହେଲା।

Interlinear

Choose Theme