ଦିତୀୟ ରାଜାବଳୀ 4:32 · ଓଡ଼ିଆ ବାଇବେଲ
ଅନନ୍ତର ଇଲୀଶାୟ ଗୃହ ମଧିଅରେ ପ୍ରବେଶ କରି ଦେଖିଲେ ବାଳକଟି ମୃତ ଅବସ୍ଥା ରେ ଶୟ୍ଯା ଉପରେ ଶାଇେଛି।
Cross references
ପ୍ରଥମ ରାଜାବଳୀ 17:17
କିଛିଦିନ ଉତ୍ତା ରେ ସହେି ସ୍ତ୍ରୀ ଲୋକର ପୁତ୍ରଟି ଅସୁସ୍ଥ ହେଲା। ତା'ର ପୀଡା ଏତେ ବଢିଗଲା ଯେ ତା'ର ପ୍ରଶ୍ବାସ ମଧ୍ଯ ବନ୍ଦ ହାଇଗେଲା।
ଲୂକଲିଖିତ ସୁସମାଚାର 8:52
ସମସ୍ତେ ସହେି ଝିଅଟିର ମୃତ୍ଯୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, କନ୍ଦନାହିଁ, ସେ ମରି ନାହିଁ, ସେ କବଳେ ଶାଇେଛି ମାତ୍ର।
ଯୋହନଲିଖିତ ସୁସମାଚାର 11:17
ଯୀଶୁ ବେଥନିଆ ରେ ପହନ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ଯୁ ହାଇେ କବରସ୍ଥ ହବୋର ଚାରି ଦିନ ହାଇଗେଲାଣି।