ଦିତୀୟ ରାଜାବଳୀ 6:7 · ଓଡ଼ିଆ ବାଇବେଲ
ତା'ପରେ ସେ କହିଲେ, ତାହା ଉଠାଇ ନିଅ। ତା'ପରେ ସେ ହାତ ବଢାଇ ତାହା ନଲୋ।
Cross references
ଯାତ୍ରା ପୁସ୍ତକ 4:4
କିନ୍ତୁ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହସ୍ତ ପ୍ରସାର କରି ତା'ର ଲାଞ୍ଜଟିକୁ ଧର।
ଦିତୀୟ ରାଜାବଳୀ 4:7
ତା'ପରେ ସ୍ତ୍ରୀ ଲୋକଟି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କୁ ଯାହାସବୁ ଘଟିଥିଲା କହିଲେ। ତହୁଁ ଇଲୀଶାୟ କହିଲେ, ଏବେ ୟାଅ, ସେ ସମସ୍ତ ତୈଳକୁ ବିକି ଋଣ ପରିଶାଧେ କର ଓ ଅବଶିଷ୍ଟ ଅର୍ଥ ରେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ କାଳାତିପାତ କର।
ଦିତୀୟ ରାଜାବଳୀ 4:36
ଇଲୀଶାୟ ତାଙ୍କର ଦାସ ଗି ହଜେୀକୁ ଡାକି କହିଲେ, ଶୁନମେୀୟାକୁ ଡାକ।
ଲୂକଲିଖିତ ସୁସମାଚାର 7:15
ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା' ମାଆ ହାତ ରେ ଦଇେ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:41
ପିତର ତାହାଙ୍କର ହାତ ଧରି ଉେଠଇଲେ ଓ ବିଶ୍ବାସୀମାନଙ୍କୁ ଓ ବିଧବାମାନଙ୍କୁ କଠାେରୀ ମଧ୍ଯକୁ ଡାକିଲେଓ ଟାବୀଥାକୁ ଜୀବିତ ଦଖାଇେଲେ।