Home Bibles ☰ Books ପ୍ରଥମ ରାଜାବଳୀ 17:23 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 17:23 · ଓଡ଼ିଆ ବାଇବେଲ

ତା'ପରେ ଏଲିଯ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସହେି ସ୍ତ୍ରୀ ଲୋକଟିକୁ କହିଲେ, ଦେଖ, ତୁମ୍ଭର ପୁତ୍ର ଜୀବିତ।

Cross references

ଦିତୀୟ ରାଜାବଳୀ 4:36

ଇଲୀଶାୟ ତାଙ୍କର ଦାସ ଗି ହଜେୀକୁ ଡାକି କହିଲେ, ଶୁନମେୀୟାକୁ ଡାକ।

ଲୂକଲିଖିତ ସୁସମାଚାର 7:15

ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା' ମାଆ ହାତ ରେ ଦଇେ ଦେଲେ।

ଯୋହନଲିଖିତ ସୁସମାଚାର 4:51

ଘରକୁ ୟିବା ବାଟରେ ତାହାଙ୍କର କେତଜେଣ ଚାକର ଆସି ତାହାଙ୍କୁ ଭଟେିଲେ। ସମାନେେ ତାହାଙ୍କୁ କହିଲେ, ତୁମ୍ଭର ପୁଅ ସୁସ୍ଥ ହେଲାଣି।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:41

ପିତର ତାହାଙ୍କର ହାତ ଧରି ଉେଠଇଲେ ଓ ବିଶ୍ବାସୀମାନଙ୍କୁ ଓ ବିଧବାମାନଙ୍କୁ କଠାେରୀ ମଧ୍ଯକୁ ଡାକିଲେଓ ଟାବୀଥାକୁ ଜୀବିତ ଦଖାଇେଲେ।

ଏବ୍ରୀ 11:35

ମୃତ୍ଯୁରୁ ଲୋକମାନେ ପୁନଃଜୀବିତ ହାଇେ ପରିବାର ରେ ନିଜ ନାରୀମାନଙ୍କ ପାଖକୁ ଗଲେ। ଅନ୍ୟ ଲୋକମାନଙ୍କୁ ଯାତନା ଦିଆ ହେଲା, ସମାନେେ ସ୍ବାଧୀନ ହବୋକୁ ଚାହିଁଲେ ନାହିଁ କାରଣ ସମାନେେ ମୃତ୍ଯୁରୁ ପୁନଃଜୀବନ ଲାଭ କରି ଗୋଟିଏ ଅଧିକ ଭଲ ଜୀବନ ପାଇ ପାରିବେ ବୋଲି ଭାବି ଏହି ସବୁ କାର୍ୟ୍ଯ କରିଥିଲେ।

Interlinear

Choose Theme