Home Bibles ☰ Books ଲୂକଲିଖିତ ସୁସମାଚାର 5:28 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 5:28 · ଓଡ଼ିଆ ବାଇବେଲ

ଲବେୀ ଉଠି ପଡିଲେ। ସେ ସବୁକିଛି ପରିତ୍ଯାଗ କରି ଯୀଶୁଙ୍କୁ ଅନୁସରଣ କଲେ।

Cross references

ପ୍ରଥମ ରାଜାବଳୀ 19:19

ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ।

ମାଥିଉଲିଖିତ ସୁସମାଚାର 19:22

ୟୁବକଟି ଏକଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖ ରେ ରଖିବାକୁ ଚ଼ାହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଚ଼ାଲିଗଲା।

ଲୂକଲିଖିତ ସୁସମାଚାର 5:11

ତା'ପରେ ସମାନେେ ସମାନଙ୍କେର ଡଙ୍ଗାଗୁଡିକୁ କୂଳକୁ ଆଣିଲେ। ସମାନେେ ସବୁ କିଛି ତ୍ଯାଗ କରିଦଇେ ଯୀଶୁଙ୍କ ଅନୁଗମନ କଲେ।

ଲୂକଲିଖିତ ସୁସମାଚାର 9:59

ତା'ପରେ ଯୀଶୁ ଆଉ ଜଣକୁ କହିଲେ, ମାରେ ଅନୁସରଣ କର।

Interlinear

Choose Theme