Home Bibles ମାଥିଉଲିଖିତ ସୁସମାଚାର 4:19 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 4:19 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେୁ କହିଲେ, ଆସ, ମାେତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।

Cross references

ଯିହିଜିକଲ 47:9

ପୁନଶ୍ଚ ଏହି ଦନୀସବୁ ଯେଉଁ ସମସ୍ତ ସ୍ଥାନ ଦଇେ ବହିବ, ସେ ସ୍ଥାନସ୍ଥିତ ବହୁ ସଂଖ୍ଯକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେ ସ୍ଥାନ ରେ ଅପାର ମତ୍ସ୍ଯ ହବେେ। କାରଣ ଏହିସବୁ ଜଳ ସେ ସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହବେ। ଆଉ ଯେଉଁ ସ୍ଥାନ ଦଇେ ଏହା ପ୍ରବାହିତ ହବେ, ସେ ସ୍ଥାନ ରେ ସମସ୍ତେ ସଂଜୀବିତ ହବେେ।

ମାଥିଉଲିଖିତ ସୁସମାଚାର 8:22

କିନ୍ତୁ ଯୀଶୁ ତାହାକୁ କହିଲେ, ମାରେ ଅନୁସରଣ କର। ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।

ମାଥିଉଲିଖିତ ସୁସମାଚାର 9:9

ଯୀଶୁ ସଠାରୁେ ଯାଉଯାଉ ଦେଖିଲେ ଯେ କର ଆଦାୟ କନ୍େଦ୍ର ରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, ମାରେ ଅନୁସରଣ କର। ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।

ମାଥିଉଲିଖିତ ସୁସମାଚାର 16:24

ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।

ମାଥିଉଲିଖିତ ସୁସମାଚାର 19:21

ଯୀଶୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହବୋକୁ ଚ଼ାହୁଛ, ତବେେ ଯାଅ ଏବଂ ତୁମ୍ଭ ପାଖ ରେ ଥିବା ସବୁ କିଛି ବିକି ସେ ଧନ ଗରୀବମାନଙ୍କୁ ବଣ୍ଟିଦିଅ। ତା' ହେଲେ ସ୍ବର୍ଗ ରେ ତୁମ୍ଭକୁ ଅମାପ ଧନ ମିଳି ପାରିବ। ତା'ପରେ ଆସ ଓ ମାରେ ଅନୁସରଣ କର।

ମାର୍କଲିଖିତ ସୁସମାଚାର 1:17

ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଆସ ଓ ମାେତେ ଅନୁସରଣ କର। ମୁଁ ତୁମ୍ଭମାନଙ୍କୁ ଏକ ଭିନ୍ନ ପ୍ରକାରର ମାଛ ଧରିବା ଶିଖାଇବି। ତୁମ୍ଭମାନେେ ମାଛ ବଦଳ ରେ ମନୁଷ୍ଯଙ୍କୁ ଏକାଠି କରିବ।

ମାର୍କଲିଖିତ ସୁସମାଚାର 2:14

ଯୀଶୁ ଯାଉଥିବା ସମୟରେ କର ଆଦାୟ ସ୍ଥାନ ରେ ବସି ଥିବା ଆଲଫିଙ୍କ ପୁଅ ଲବେୀଙ୍କୁ ଦେଖି ସେ କହିଲେ, ମାେତେ ଅନୁସରଣ କର। ତା'ପରେ ଲବେୀ ଠିଆ ହେଲେ ଓ ଯୀଶୁଙ୍କୁ ଅନୁସରଣ କଲେ।

ଲୂକଲିଖିତ ସୁସମାଚାର 5:10

ଜବଦେିଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ଯ ସହେିଭଳି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଶିମାନଙ୍କେ ସାଙ୍ଗ ରେ ଏକାଠି କାମ କରୁଥିଲେ।

ଲୂକଲିଖିତ ସୁସମାଚାର 5:27

ଏହାପରେ ଯୀଶୁ ସଠାରୁେ ଚାଲିଗଲେ। ସେ କର ଆଦାୟ କରା ଯାଉଥିବା କାର୍ୟ୍ଯାଳୟ ରେ ଲବେୀ ନାମକ ଜଣେ କର ଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, ମାରେଅନୁସହଣ କର।

ଲୂକଲିଖିତ ସୁସମାଚାର 9:59

ତା'ପରେ ଯୀଶୁ ଆଉ ଜଣକୁ କହିଲେ, ମାରେ ଅନୁସରଣ କର।

ଯୋହନଲିଖିତ ସୁସମାଚାର 1:43

ତା'ପରଦିନ ଯୀଶୁ ଗାଲୀଲୀକୁ ୟିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, ମାରେ ଅନୁସରଣ କର।

ଯୋହନଲିଖିତ ସୁସମାଚାର 12:26

ମାରେ ସବୋ କୁରଥିବା ଲୋକେ ନିଶ୍ଚୟ ମାରେ ଅନୁସରଣ କରନ୍ତୁ। ତବେେ ମାରେ ସବେକମାନେ ମୁଁ ଯେଉଁଠା ରେ ଥିବି, ସଠାେରେ ମାେ ସହିତ ରହିବେ। ଯେଉଁ ଲୋକମାନେ ମାରେ ସବୋ କରିଥିବେ, ମାରେ ପରମପିତା ସମାନଙ୍କେୁ ସମ୍ମାନ ଦବେେ।

ଯୋହନଲିଖିତ ସୁସମାଚାର 21:22

ଯୀଶୁ ଉତ୍ତର ଦେଲେ, ମାରେ ପୁନରାଗମନ ସମୟ ପର୍ୟ୍ଯନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତବେେ ସେଥି ରେ ତୁମ୍ଭର କ'ଣ ଅଛି? ତୁମ୍ଭେ ମାରେ ଅନୁଗମନ କର।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:20

ଯିହୂଦୀ ଲୋକମାନଙ୍କୁ ଲାଭ କରିବା ଲାଗି ମୁଁ ୟିହୁଦୀ ଲୋକମାନଙ୍କ ଭଳି ହଲିେ। ମୁଁ ନିଜେ ବ୍ଯବସ୍ଥାର ଅଧୀନ ନ ହେଲେ ମଧ୍ଯ ଯେପରି ବ୍ଯବସ୍ଥାଧିନ ଲୋକଙ୍କୁ ଉଦ୍ଧାର କରିବି, ତେଣୁ ମୁଁ ସମାନଙ୍କେ ନିକଟରେ ବ୍ଯବସ୍ଥାଧିନ ଲୋକଙ୍କ ଭଳି ହଲିେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:16

ମୁଁ ତୁମ୍ଭମାନଙ୍କ ଉପରେ ଭାରସ୍ବରୂପ ହବୋକୁ ଚା ହେଁ ନାହିଁ କିନ୍ତୁ ଏହା ନିଶ୍ଚିତ ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଛଳ ଭାବରେ ମିଥ୍ଯା କହି ତୁମ୍ଭମାନଙ୍କୁ ଜାଲ ରେ ପକାଇବା ପାଇଁ ଚେଷ୍ଟା କରିବି।

Interlinear

Choose Theme