Home Bibles ☰ Books ଲୂକଲିଖିତ ସୁସମାଚାର 5:20 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 5:20 · ଓଡ଼ିଆ ବାଇବେଲ

ସହେି ଲୋକମାନଙ୍କର ବିଶ୍ବାସ ଦେଖି ଯୀଶୁ ସହେି ରୋଗୀଟିକୁ କହିଲେ, ବନ୍ଧୁ! ତୁମ୍ଭର ପାପ କ୍ଷମା କରିଦିଆଗଲା।

Cross references

ଆଦି ପୁସ୍ତକ 22:12

ସଦାପ୍ରଭୁଙ୍କର ଦୂତ ଅବ୍ରହାମକୁ କହିଲେ, ତୁମ୍ଭର ପୁତ୍ରକୁ ହତ୍ଯା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ବରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମାେ ସକାେଶ ଉତ୍ସର୍ଗ କରିବାକୁ କୁଣ୍ଠା ବୋଧ କରିନାହଁ।

ଗୀତସଂହିତା 90:7

ହେ ପରମେଶ୍ବର, ତୁମ୍ଭ କୋର୍ଧରେ ଆମ୍ଭମାନେେ କ୍ଷଯ ହେଉ। ପୁଣି ତୁମ୍ଭ କୋର୍ଧ ଆମ୍ଭଙ୍କୁ ଭୟଭୀତ କରେ।

ଗୀତସଂହିତା 107:17

କେତକେ ମୂର୍ଖ ହାଇଗେଲେ କାରଣ ସମାନଙ୍କେର ନିଜର ପାପ ୟୋଗୁଁ ଏବଂ ସମାନେେ ଅଧର୍ମାଚରଣ କଲେ।

ଯିଶାଇୟ 38:17

ଦେଖ, ମାରଦେୁଃଖ ଚାଲିୟାଇଛି, ବର୍ତ୍ତମାନ ମାରେଶାନ୍ତି ଆସିଛି। ମାତ୍ର ତୁମ୍ଭେ ମାେତେ ପ୍ ରମେ କରି ବିନାଶ କୂପରୁ ମାରେ ପ୍ରାଣକୁ ଉଦ୍ଧାର କଲ। କାରଣ ତୁମ୍ଭେ ମାେତେ କ୍ଷମା କରି ମାରେସମସ୍ତ ପାପକୁ ପଛକୁ ପକାଇ ଦଇେଛ।

ମାଥିଉଲିଖିତ ସୁସମାଚାର 9:2

କେତକେ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶୟେ ରେ ଶାଇେଥିଲା। ଯୀଶୁ ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, ହେ ୟୁବକ! ସାହସ ରଖ। ତୁମ୍ଭର ସବୁ ପାପ କ୍ଷମା କରାଗଲା।

ମାର୍କଲିଖିତ ସୁସମାଚାର 2:5

ଯୀଶୁ ଦେଖିଲେ ଯେ, ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଅଛି। ତେଣୁ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, ହେ ୟୁବକ, ତୁମ୍ଭ ପାପଗୁଡିକୁ କ୍ଷମା କରାଗଲା।

ଲୂକଲିଖିତ ସୁସମାଚାର 7:48

ତା'ପରେ ଯୀଶୁ ସହେି ସ୍ତ୍ରୀ ଲୋକଟିକୁ କହିଲେ, ତୋର ପାପ କ୍ଷମା କରି ଦିଆଗଲା।

ଯୋହନଲିଖିତ ସୁସମାଚାର 2:25

ମନୁଷ୍ଯର ମନ ଭିତ ରେ କ'ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟ ରେ ବୁଝଇବୋ କାହାରି ଦରକାର ନଥିଲା।

ଯୋହନଲିଖିତ ସୁସମାଚାର 5:14

ପରେ ଯୀଶୁ ସହେି ଲୋକକୁ ମନ୍ଦିର ପରିସର ରେ ଦେଖିଲେ। ସେ ତାକୁ କହିଲେ, ଦେଖ, ତୁମ୍ଭେ ବର୍ତ୍ତମାନ ସୁସ୍ଥ ହାଇଯୋଇଛ। ତେଣୁ ତୁମ୍ଭେ ଆଉ ପାପ କର ନାହିଁ। ଯଦି ତୁମ୍ଭେ ପାପ କରିବ, ତବେେ ତୁମ୍ଭର ଏହାଠାରୁ ଅଧିକ କ୍ଷତି ହାଇପୋ ରେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:23

ବର୍ଣ୍ଣବ୍ବା ସଠାେରେ ପହଞ୍ଚି ସହେି ଲୋକମାନଙ୍କୁ ପରମେଶ୍ବର ଦଇେଥିବା ଆଶୀର୍ବାଦ ଦେଖି ବହୁତ ଖୁସି ହେଲେ। ସେ ସମାନଙ୍କେୁ ଆହୁରି ଉତ୍ସାହିତ କଲେ। ସେ ସମାନଙ୍କେୁ କହିଲେ, ତୁମ୍ଭର ବିଶ୍ବାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣ ରେ ପ୍ରଭୁଙ୍କର ବାଧ୍ଯ ହୁଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:9

ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହାଇପୋରିବ ବୋଲି ତା'ର ବିଶ୍ବାସ ଅଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:10

ତୁମ୍ଭମାନେେ ଯଦି କାହାକୁ କ୍ଷମା କର, ମୁଁ ମଧ୍ଯ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତି ରେ କ୍ଷମା କରିଛି।

Interlinear

Choose Theme