Home Bibles ☰ Books ଲୂକଲିଖିତ ସୁସମାଚାର 7:48 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:48 · ଓଡ଼ିଆ ବାଇବେଲ

ତା'ପରେ ଯୀଶୁ ସହେି ସ୍ତ୍ରୀ ଲୋକଟିକୁ କହିଲେ, ତୋର ପାପ କ୍ଷମା କରି ଦିଆଗଲା।

Cross references

ମାଥିଉଲିଖିତ ସୁସମାଚାର 9:2

କେତକେ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶୟେ ରେ ଶାଇେଥିଲା। ଯୀଶୁ ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, ହେ ୟୁବକ! ସାହସ ରଖ। ତୁମ୍ଭର ସବୁ ପାପ କ୍ଷମା କରାଗଲା।

ମାର୍କଲିଖିତ ସୁସମାଚାର 2:5

ଯୀଶୁ ଦେଖିଲେ ଯେ, ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଅଛି। ତେଣୁ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, ହେ ୟୁବକ, ତୁମ୍ଭ ପାପଗୁଡିକୁ କ୍ଷମା କରାଗଲା।

ଲୂକଲିଖିତ ସୁସମାଚାର 5:20

ସହେି ଲୋକମାନଙ୍କର ବିଶ୍ବାସ ଦେଖି ଯୀଶୁ ସହେି ରୋଗୀଟିକୁ କହିଲେ, ବନ୍ଧୁ! ତୁମ୍ଭର ପାପ କ୍ଷମା କରିଦିଆଗଲା।

Interlinear

Choose Theme