Home Bibles କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:10 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:10 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଯଦି କାହାକୁ କ୍ଷମା କର, ମୁଁ ମଧ୍ଯ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତି ରେ କ୍ଷମା କରିଛି।

Cross references

ମାଥିଉଲିଖିତ ସୁସମାଚାର 18:18

ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ତୁମ୍ଭେ ଏ ସଂସାର ରେ ଯାହା ସବୁ ବନ୍ଦ କରିବ ତାହା ପରମେଶ୍ବରଙ୍କ ଦ୍ବାରା ବନ୍ଦ ହବେ। ତୁମ୍ଭେ ଏ ସଂସାର ରେ ଯେତବେେଳେ କ୍ଷମା ଦବୋପାଇଁ ପ୍ରତିଶ୍ରୁତି ଦବେ, ସହେି କ୍ଷମା ମଧ୍ଯ ପରମେଶ୍ବରଙ୍କ କ୍ଷମା ହବେ।

ଯୋହନଲିଖିତ ସୁସମାଚାର 20:23

ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତବେେ ସମାନଙ୍କେର ପାପ କ୍ଷମା କରା ହବେ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତବେେ ସମାନଙ୍କେର ପାପ କ୍ଷମା କରା ହବେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:4

ଆମ୍ଭର ପ୍ରଭୁ ଯୀଶୁଙ୍କ ନାମ ରେ ତୁମ୍ଭମାନେେ ଏକତ୍ର ହୁଅ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:20

ସେ ଆମ୍ଭ ମାଧ୍ଯମ ରେ ପୃଥିବୀର ଲୋକମାନଙ୍କୁ ଡ଼ାକୁଛନ୍ତି। ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ସହିତ ପୁନର୍ମିଳିତ ହବୋ ପାଇଁ ଅନୁ ରୋଧ କରୁ,

Interlinear

Choose Theme