କେତକେ ମୂର୍ଖ ହାଇଗେଲେ କାରଣ ସମାନଙ୍କେର ନିଜର ପାପ ୟୋଗୁଁ ଏବଂ ସମାନେେ ଅଧର୍ମାଚରଣ କଲେ।
Cross references
ସମାନଙ୍କେ ଦନ୍ତ ମଧିଅରେ ମାଂସ ଥିଲା ବେଳେ ତାହା ଚର୍ବଣ କରିବା ପୂର୍ବରୁ ସଦାପ୍ରଭୁଙ୍କ କୋର୍ଧ ସମାନଙ୍କେ ଉପରେ ପ୍ରଜ୍ବଳିତ ହେଲା। ତହୁଁ ସଦାପ୍ରଭୁ ସମାନଙ୍କେୁ ମହାମାରୀ ରେ ସଂହାର କଲେ ଓ ସହେି ସ୍ଥାନ ରେ ସମାନେେ କବର ନେଲେ।
ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।
ତହିଁରେ ଲୋକମାନେ ପରମେଶ୍ବର ଓ ମାଶାଙ୍କେ ବିରୁଦ୍ଧ ରେ ଅଭିଯୋଗ କଲେ ଏବଂ କହିଲେ, କାହିଁକି ତୁମ୍ଭମାନେେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠା ରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭମାନେେ ଏହି ଅଖାଦ୍ୟକୁ ଘୃଣା କରୁ।
ଏକ ମୂର୍ଖ ଲୋକ ନିଜ ହୃଦଯରେ କ ହେ, ପରମେଶ୍ବର ନାହାଁନ୍ତି। ସହେି ମୂର୍ଖମାନେ ଭ୍ରଷ୍ଟ ଓ ସମାନେେ ଘୃଣା ୟୋଗ୍ଯ କାର୍ୟ୍ଯ କରନ୍ତି। ସମାନଙ୍କେ ମଧ୍ୟରେ ଉତ୍ତମ କାର୍ୟ୍ଯ କରିଥିବା ଲୋକ କହେି ନାହାଁନ୍ତି।
ହେ ସଦାପ୍ରଭୁ, ମାେତେ ଆପଣା କୋପରେ ଅନୁୟୋଗ କର ନାହିଁ। କିଅବା ମାେତେ ତୁମ୍ଭେ କୋର୍ଧାନ୍ବିତ ହାଇେ ଦଣ୍ଡ ଦିଅ ନାହିଁ।
ମୁଁ ପାପ କରିଛି, ମନ୍ଦ କାର୍ୟ୍ଯ କରି ସହେି ପାପ ମାେତେ ଓଜନ ଲାଗୁଛି। ମୁଁ ଅତ୍ଯନ୍ତ ଲଜ୍ଜିତ। ମୁଁ ମୁଣ୍ଡ ଉପରକୁ ଟକେିପାରୁ ନାହିଁ।
ମୁଁ ଆଜି ନଇଁ ୟାଇଛି। ଭାଙ୍ଗି ପଡ଼ିଛି ସାରାଦିନ ମୁଁ ବ୍ଯଥିତ ହାଇେଛି।
ପଶୁବତ୍ ଲୋକମାନେ ଏହାକୁ ଜାଣି ନାହାଁନ୍ତି, କିଅବା ନିର୍ ବୋଧମାନେ ବୁଝନ୍ତି ନାହିଁ।
ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ?
ମୁଁ ଅଜ୍ଞାନ ୟୁବାମାନଙ୍କ ମଧିଅରେ ଜଣେ ବୁଦ୍ଧିହୀନ ୟୁବକ ଦେଖିଲି।
ସେ ତା'ର ପଥ ଅନୁସରଣ କଲା, ଯେପରି ଗୋରୁ କଂ ସଇଖାନୋକୁ ୟାଏ। ସେ ଜଣେ ହରିଣ ପରି ଜାଲ ଭିତରକୁ ଚାଲି ଯାଉଥିଲା।
ଆମ୍ଭେ ତାହାର ଲୋଭରୂପ ଅପରାଧ ହତେୁ କୃଦ୍ଧ ହାଇେ ତାହାକୁ ଆଘାତ କଲୁଁ, ଆମ୍ଭେ ନିଜର ମୁଖ ଲୁଚାଇ କ୍ରୁଦ୍ଧ ହେଲୁ ; ତହିଁରେ ସେ ଅବାଧ୍ଯ ହାଇେ ଆପଣା ମନର ମାର୍ଗ ରେ ଚାଲିଲା।
ଦେଖ, ଆମ୍ଭ ସମ୍ମୁଖ ରେ ଏହା ଲିଖିତ ଅଛି, ଆମ୍ଭେ ନୀରବ ରହିବା ନାହିଁ, ମାତ୍ର ପ୍ରତିଫଳ ଦବୋ, ହଁ ଆମ୍ଭେ ସମାନଙ୍କେ କୋଳ ରେ ପ୍ରତିଫଳ ଦବୋ।
ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦବେ। ଓ ତୁମ୍ଭର ବିପଥଗାମୀତ୍ବ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ଉତ୍ତମ ରୂପେ ବିବଚେନା କର। ତାହା ହେଲେ ତୁମ୍ଭେ ବୁଝିବ ଯେ ପରମେଶ୍ବରଙ୍କୁ ପରିତ୍ଯାଗ କରି ତୁମ୍ଭେ କି ଅପରାଧ କରିଛ। ଆମ୍ଭ ବିଷଯକ ଭୟ ତୁମ୍ଭ ମଧିଅରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷଯ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ। ମାରେ ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି।
ଯେ ପର୍ୟ୍ଯନ୍ତ ସେ ବଞ୍ଚିଛି ତା'ର ପାପର ଦଣ୍ଡ ବିଧାନ ପାଇଁ କାହିଁକି ଆପତ୍ତି କରିବ?