Home Bibles ପ୍ରଥମ ବଂଶାବଳୀ 14:4 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 14:4 · ଓଡ଼ିଆ ବାଇବେଲ

ୟିରୁଶାଲମ ରେ ଜନ୍ମ ହାଇେଥିବା ଦାଉଦଙ୍କର ସନ୍ତାନମାନଙ୍କର ନାମ ଏହି : ଶମ୍ମଯ, ଶୋବବ, ନାଥନ, ଶଲୋମନ,

Cross references

ଦିତୀୟ ଶାମୁୟେଲ 5:14

ସହେିସବୁ ପକ୍ସ୍ଟତ୍ର ଯେଉଁମାନେ ୟିରକ୍ସ୍ଟଶାଲମ ରେ ଦାଉଦଙ୍କ ଔରସରକ୍ସ୍ଟ ଜନ୍ମ ହେଲେ। ସମାନେେ ହେଲେ, ସମ୍ମୂଯ, ଶୋବବ୍, ନାଥନ୍ ଓ ଶଲୋମନ୍।

ଦିତୀୟ ଶାମୁୟେଲ 12:1

ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।

ଦିତୀୟ ଶାମୁୟେଲ 12:24

ତା'ପରେ ଦାଉଦ ବତ୍ଶବୋକକ୍ସ୍ଟ ସାନ୍ତ୍ବନା ଦେଲେ ଓ ତାଙ୍କ ସହିତ ୟୌନସଐର୍କ ରଖିଲେ ଓ ସେ ଗର୍ଭବତୀ ହେଲ ଓ ସେ ଆଉ ଏକ ପକ୍ସ୍ଟତ୍ରକକ୍ସ୍ଟ ଜନ୍ମ ଦେଲେ। ଦାଉଦ ସେ ପିଲାଟିର ନାମ ଶଲୋମନ ରଖିଲେ। ସଦାପ୍ରଭୁ ଶଲୋମନଙ୍କକ୍ସ୍ଟ ପ୍ ରମେ କଲେ।

ପ୍ରଥମ ରାଜାବଳୀ 1:13

ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ୟାଇ କୁହ, ' ହେ ମାରେ ମହାଶୟ ମହାରାଜ, ଆପଣ କ'ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲେ, ମାେ ଉତ୍ତା ରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ଯ ଶାସନ କରିବ ଓ ସେ ମାେ ସିଂହାସନ ରେ ବସିବ? ତବେେ ଅଦୋନିଯ କିପରି ରାଜ୍ଯ କରୁଅଛି?'

ପ୍ରଥମ ରାଜାବଳୀ 1:17

ବତ୍ଶବୋ କହିଲେ, ହେ ମାରେ ମହାଶୟ, ଆପଣ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନାମ ରେ ଏ ଦାସୀ ନିକଟରେ ପ୍ରତିଜ୍ଞା କରିଥିଲେ ଯେ, 'ମାେ ଉତ୍ତା ରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚଯ ରାଜା ହବେ ଓ ସେ ମାେ ସିଂହାସନ ରେ ବସିବ'।

ପ୍ରଥମ ରାଜାବଳୀ 2:15

ଅଦୋନିଯ କହିଲେ, ତୁମ୍ଭେ ଜାଣ ଏକ ସମୟରେ ଏ ରାଜ୍ଯ ମାରେ ଥିଲା। ସମସ୍ତ ଇଶ୍ରାୟେଲୀୟଗଣ ମାେତେ ରାଜା ହବୋ ପାଇଁ ପସନ୍ଦ କରିଥିଲେ। କିନ୍ତୁ ମାରେ ଭାଇ ରାଜା ହାଇେ ୟାଇଛି। ଏହା ସଦାପ୍ରଭୁଙ୍କର ଇଚ୍ଛା।

ପ୍ରଥମ ରାଜାବଳୀ 3:3

ଶଲୋମନ ନିଜ ପିତା ଦାଉଦଙ୍କ ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କ ପ୍ରତି ପ୍ ରମେ ପ୍ରକାଶ କଲେ। କବଳେ ସେ ପଶୁବଳି ଉତ୍ସର୍ଗ କଲେ ଓ ଉଚ୍ଚ ସ୍ଥାନ ରେ ଧୂପ ଜଳାଇଲେ।

ପ୍ରଥମ ରାଜାବଳୀ 3:5

ଶଲୋମନ ଗିବିଯୋନ ରେ ଥିଲା ବେଳେ, ସଦାପ୍ରଭୁ ରାତ୍ରି ରେ ସ୍ବପ୍ନ ରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ବର ସ୍ବପ୍ନ ରେ କହିଲେ, ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦବୋ।

ପ୍ରଥମ ବଂଶାବଳୀ 3:5

ୟିରୁଶାଲମ ରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହାଇେଥିଲେ।

ପ୍ରଥମ ବଂଶାବଳୀ 22:9

କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିଯ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତି ରେ ଏକ ସମୟ ପ୍ରଦାନ କରିବା। ତା'ପରେ ଚତୁର୍ଦ୍ଦିଗ ରେ ଥିବା ଶତ୍ରୁମାନେ ତାହାକୁ ବ୍ଯତିବ୍ଯସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହବୋ ସମୟରେ ଆମ୍ଭେ ଇଶ୍ରାୟେଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା।

ପ୍ରଥମ ବଂଶାବଳୀ 28:5

ସଦାପ୍ରଭୁ ମାେତେ ଅନକେ ପୁତ୍ର ଦଇେଛନ୍ତି। ଆଉ ଏହି ସମସ୍ତ ପୁତ୍ରଗଣଙ୍କ ମଧ୍ଯରୁ ସଦାପ୍ରଭୁ ଶଲୋମନକୁ ସଦାପ୍ରଭୁଙ୍କ ରାଜ୍ଯର ସିଂହାସନ ରେ ବସିବା ପାଇଁ ଏବଂ ଇଶ୍ରାୟେଲ ରେ ଶାସନ କରିବା ପାଇଁ ମନୋନୀତ କରିଅଛନ୍ତି।

ମାଥିଉଲିଖିତ ସୁସମାଚାର 1:6

ଓବଦେ ୟିଶୟଙ୍କ ବାପା।

ଲୂକଲିଖିତ ସୁସମାଚାର 3:31

ଏଲିଯାକୀମ ମଲାହଙ୍କ ପୁତ୍ର।

Interlinear

Choose Theme