Home Bibles ମାର୍କଲିଖିତ ସୁସମାଚାର 16:3 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 16:3 · ଓଡ଼ିଆ ବାଇବେଲ

ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ବାରା ବନ୍ଦ କରି ଦିଆ ହାଇେଛି। ପଥରଟିକୁ ଆମ୍ଭ ପାଇଁ କିଏ ସଠାରୁେ ଗଡଇେ ଦବେ?

Cross references

ମାଥିଉଲିଖିତ ସୁସମାଚାର 27:60

ଯୋଷଫେ ଯୀଶୁଙ୍କ ଶରୀରକୁ ତାହାଙ୍କୁ ନୂଆ କବର ମଧିଅରେ ରଖିଲେ। ସହେି କବରକୁ ୟୋ ସଫେ ପଥରର କାନ୍ଥ କାଟି ତିଆରି କରିଥିଲେ। ତାପରେ ସେ ଗୋଟିଏ ବହୁତ ବଡ ପଥର ଗଡ଼ଇେ ଆଣି ପ୍ରବେଶଦ୍ବାରକୁ ବନ୍ଦ କରି ଦେଲେ। ଏସବୁ କଲପରେେ ୟୋ ସଫେ ଚାଲିଗଲେ।

ମାର୍କଲିଖିତ ସୁସମାଚାର 15:46

ୟୋ ସଫେ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କୃଶ ଉପରୁ ତଳକୁ ଓହ୍ଲଇେ ଆଣିଲେ। ସେ ଶବକୁ ବସ୍ତ୍ର ରେ ସପୂର୍ଣ୍ଣ ଗୁଡଇେ ଦେଲେ ଓ ପଥର କଟା ହାଇେ ତିଆରି ହାଇେଥିବା ଗୋଟିଏ କବର ରେ ତାହାଙ୍କୁ ରଖି ଦେଲେ। ଖଣ୍ଡିଏ ବଡ ପଥର ଗଡଇେ ଆଣି କବରର ମୁହଁକୁ ବନ୍ଦ କରି ଦେଲେ।

Interlinear

Choose Theme