ତା'ପରେ ଯୀଶୁ ପ୍ ରରେିତମାନଙ୍କୁ କହିଲେ, ମୁଁ ଲୋକମାନଙ୍କ ନିକଟରେ ଉପଦେଶ ଦବୋପାଇଁ ତୁମ୍ଭମାନଙ୍କୁ ପଠାଇଥିଲି। ମୁଁ ତୁମ୍ଭମାନଙ୍କୁ ଟଙ୍କା, ଥଳି ଓ ୟୋତା ବିନା ପଠାଇଥିଲି। ତୁମ୍ଭମାନଙ୍କର କୌଣସିଟି ରେ ଅଭାବ ଥିଲା କି?
Cross references
ଅନନ୍ତର ଇଶ୍ରାୟେଲ ଯୋଷଫଙ୍କେୁ ଆଶୀର୍ବାଦ କରି କହିଲେ,
ଆଉ ତୁମ୍ଭମାନେେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ଚାଳିଶ ବର୍ଷ ପ୍ରାନ୍ତର ମଧିଅରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନବୋ ପାଇଁ ତୁମ୍ଭମାନେେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି।
ସେ ତକ୍ସ୍ଟମ୍ଭ ପୁର୍ବପୁରୁଷମାନଙ୍କ ମାନ୍ନାଦ୍ବାରା ଅଜ୍ଞାତ ପ୍ରାନ୍ତର ରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ତୁମ୍ଭେ ସ୍ମରଣ କର।
କିନ୍ତୁ ଫାରୋ କହିଲେ, ମୁଁ ଏଠା ରେ ତୁମ୍ଭର ଗ୍ଭହିଁବା ଅନୁସାରେ ସମସ୍ତ ଦଇେଛି। ତୁମ୍ଭର କ'ଣ ଅଭାବ ହେଲା ଯେ ତୁମ୍ଭେ ସ୍ବଦେଶକୁ ୟିବାକୁ ଗ୍ଭହୁଁଛ?
ସଦାପ୍ରଭୁ ମାରେ ପ୍ରତିପାଳକ ଅଟନ୍ତି, ମାରେ କିଛି ଅଭାବ ହବେ ନାହିଁ।
ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ବରଙ୍କ ଉପାସନା କର। ଯେଉଁ ଲୋକମାନେ ପରମେଶ୍ବରଙ୍କ ଉପାସନା କରନ୍ତି, ସମାନେେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥାନ୍ତି।
ୟଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା' ହେଲେ ଆନନ୍ଦରେ ରହିବ ଓ ଅନକେ ଜିନିଷ ଉପଭୋଗ କରିବ ୟାହା ସହେି ଭୂମିରୁ ତୁମ୍ଭେ ପାଇବ।
ଏଣୁ ଚିନ୍ତାଗ୍ରସ୍ତ ହାଇେ କୁହନାହିଁ ଯେ ଆମ୍ଭେ କ'ଣ ଖାଇବା, କ'ଣ ପିଇବା ବା କଣ ପିନ୍ଧିବା?
ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗ ରେ ସୁନା, ରୂପା କିମ୍ବା ତମ୍ବା ନିଅନାହିଁ।
ସେ ଶିଷ୍ଯମାନଙ୍କୁ ନିର୍ଦ୍ଦେଶ ଦେଲେ, ତୁମ୍ଭେ ଯାତ୍ରା କାଳ ରେ ବାଡିଟିଏ ଛଡା ଆଉ କିଛି ନବେ ନାହିଁ। ରୋଟୀ, ଝୁଲା କି ପକଟେ ରେ କିଛି ହେଲେ ଟଙ୍କା ମଧ୍ଯ ନବେ ନାହିଁ।
ସେ ସମାନଙ୍କେୁ କହିଲେ, ଯାତ୍ରା ସମୟରେ ସାଙ୍ଗ ରେ କୌଣସି ପଦାର୍ଥ ନବେ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନବେ ନାହିଁ। କବଳେ ପାନ୍ଧିଥିବା ଲୁଗା ଛଡା ଅନ୍ୟ କିଛି ନବେ ନାହିଁ।
ସାଙ୍ଗ ରେ ଟଙ୍କା, ଥଳି, ୟୋତା କିଛି ହେଲେ ନିଅନାହିଁ। ରାସ୍ତା ରେ କାହାରି ସହିତ କଥାବାର୍ତ୍ତା ହବୋ ପାଇଁ ଅଟକି ୟିବ ନାହିଁ।
ତେଣୁ ତୁମ୍ଭମାନେେ କ'ଣ ଖାଇବ, କ'ଣ ପିଇବ ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ। ଆଦୌ ବ୍ଯସ୍ତ ହୁଅନାହିଁ।