Home Bibles ଲୂକଲିଖିତ ସୁସମାଚାର 22:36 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 22:36 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେୁ କହିଲେ, କିନ୍ତୁ ଏବେ ଯଦି ତୁମ୍ଭମାନଙ୍କ ପାଖ ରେ ଟଙ୍କା କି ଥଳି ଥାଏ, ତବେେ ତାହା ନିଜ ସାଙ୍ଗ ରେ ନିଅ। ଯଦି ତୁମ୍ଭମାନଙ୍କର ଖଣ୍ଡାଟିଏ ନଥାଏ, ତବେେ ତୁମ୍ଭମାନେେ ନିଜର କୋଟ ମଧ୍ଯ ବିକିଦଇେ ଖଣ୍ଡା କିଣ।

Cross references

ମାଥିଉଲିଖିତ ସୁସମାଚାର 10:22

ମାରେ ଅନୁଗାମୀ ହାଇେଥିବା ୟୋଗୁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁଲୋକ ଶଷେ ପର୍ୟ୍ଯନ୍ତ ଦୃଢଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।

ଯୋହନଲିଖିତ ସୁସମାଚାର 15:20

ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନରେଖ: ଜଣେ ଚାକର ତାର ମୁନିବଠାରୁ ବଡ ନୁହେଁ। ଯଦି ଲୋକମାନେ ମାେତେ ତାଡନା କରିଛନ୍ତି, ତବେେ ସମାନେେ ତୁମ୍ଭକୁ ମଧ୍ଯ ତାଡନା କରିବେ। ସମାନେେ ମାରେ ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ଯ ମାନିବେ।

ଯୋହନଲିଖିତ ସୁସମାଚାର 16:33

ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:14

ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ୟିହୂଦା ରେ290 ଥିବା ଖ୍ରୀଷ୍ଟ ଯୀଶୁଙ୍କଠା ରେ ପରମେଶ୍ବରଙ୍କ ମଣ୍ଡଳୀଗୁଡ଼ିକର ଲୋକମାନଙ୍କ ଭଳି ହାଇେଛ। ୟିହୂଦା ରେ ପରମେଶ୍ବରଙ୍କ ଲୋକମାନେ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା ଭୋଗ କରିଥିଲେ। ତୁମ୍ଭମାନେେ ନିଜ ଦେଶର ଲୋକମାନଙ୍କଠାରୁ ମଧ୍ଯ ସହେିଭଳି ଯାତନା ପାଇଛ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3:4

ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହବୋକୁ ବାଧ୍ଯ। ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ଯଭେଳି କହିଥିଲୁ, ସହେିଭଳି ସବୁ ଘଟିଛି।

ପିତରଙ୍କ ପ୍ରଥମ ପତ୍ 4:1

ଖ୍ରୀଷ୍ଟ ନିଜ ଶରୀର ରେ ଥିଲା ବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯଭେଳି ଚିନ୍ତାଧାରା ଥିଲା, ତାହା ଦ୍ବାରା ତୁମ୍ଭେ ଆପଣାକୁ ଶକ୍ତିୟୁକ୍ତ କର। ଯେଉଁ ଲୋକ ନିଜ ଶରୀର ରେ ଯାତନ ଭୋଗ କଲା ; ସେ ପାପରୁ ନିବୃତ୍ତ ହାଇେଛି।

Interlinear

Choose Theme