ସାଙ୍ଗ ରେ ଟଙ୍କା, ଥଳି, ୟୋତା କିଛି ହେଲେ ନିଅନାହିଁ। ରାସ୍ତା ରେ କାହାରି ସହିତ କଥାବାର୍ତ୍ତା ହବୋ ପାଇଁ ଅଟକି ୟିବ ନାହିଁ।
Cross references
ଏହାପରେ ଲାବନ ତାଙ୍କୁ ଖାଦ୍ୟ ଖାଇବାକୁ ଦେଲେ, କିନ୍ତୁ ସହେି ଦାସ ଖାଇବାକୁ ମନା କଲେ। ସେ କହିଲେ, ମୁଁ ଆସିବାର ଉଦ୍ଦେଶ୍ଯ ନକରିବା ପର୍ୟ୍ଯନ୍ତ ତୁମ୍ଭ ଘ ରେ ଖାଇବି ନାହଁି।
କିନ୍ତୁ ତାଙ୍କର ଦାସ କହିଲେ, ମାେତେ ଅପେକ୍ଷା କରିବାକୁ କୁହ ନାହିଁ। ସଦାପ୍ରଭୁ ମାରେ ୟାତ୍ରା ସଫଳ କରିଅଛନ୍ତି। ବର୍ତ୍ତମାନ ମାେତେ ମାରେ କର୍ତ୍ତାଙ୍କ ଗୃହକୁ ଫରେିବାକୁ ଦିଅ।
ସଦେିନ ଶାଉଲଙ୍କ ଦାସମାନଙ୍କ ମଧ୍ଯରକ୍ସ୍ଟ ଜଣେ ଦାସ ସଠାେରେ ଥିଲା। ସେ ଥିଲେ ଇଦୋମୀଯ ଦୋଯଗେ। ଦୋଯଗେ ଥିଲା ଶାଉଲଙ୍କର ପଶକ୍ସ୍ଟପାଳକମାନଙ୍କର ମକ୍ସ୍ଟଖ୍ଯ। ଦୋଯଗଙ୍କେକ୍ସ୍ଟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଟକାଇ ରଖା ୟାଇଥିଲା ।
ତା'ପରେ ସେ ଗର୍ଦ୍ଦଭ ସଜାଇ ତାଙ୍କର ସବେକକୁ କହିଲେ, ଦ୍ରୁତଗତି ରେ ଗର୍ଦ୍ଦଭକୁ ଚଲାଅ ଓ ମାରେଆଦେଶ ନ ପାଇବା ପର୍ୟ୍ଯନ୍ତ ଗତି ଧୀର କରନାହିଁ।
ଏହାପରେ ଇଲୀଶାୟ ଗି ହଜେୀକୁ କହିଲେ, ୟିବାକୁ ପ୍ରସ୍ତୁତ ହୁଅ। ମାରେ ୟଷ୍ଟିଟିକୁ ସଙ୍ଗ ରେ ନିଅ। ଗଲା ବେଳେ କୌଣସି ସ୍ଥାନ ରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କରନାହିଁ ଓ କହେି ନମସ୍କାର କଲେ ତାକୁ ଉତ୍ତର କରନାହିଁ। ମାରେ ୟଷ୍ଟି ନଇେ ସହେି ବାଳକର ମୁଖ ଉପରେ ରଖି ଦିଅ।
ଲକ୍ଷ୍ଯସ୍ଥଳ ପାଇଁ ତୁମ୍ଭର ଚକ୍ଷୁଦ୍ବଯକୁ ଆଗକୁ ଦେଖିବା ପାଇଁ ରଖ, ସର୍ବଦା ସିଧା ଦେଖ।
ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗ ରେ ସୁନା, ରୂପା କିମ୍ବା ତମ୍ବା ନିଅନାହିଁ।
ସେ ଶିଷ୍ଯମାନଙ୍କୁ ନିର୍ଦ୍ଦେଶ ଦେଲେ, ତୁମ୍ଭେ ଯାତ୍ରା କାଳ ରେ ବାଡିଟିଏ ଛଡା ଆଉ କିଛି ନବେ ନାହିଁ। ରୋଟୀ, ଝୁଲା କି ପକଟେ ରେ କିଛି ହେଲେ ଟଙ୍କା ମଧ୍ଯ ନବେ ନାହିଁ।
ସେ ସମାନଙ୍କେୁ କହିଲେ, ଯାତ୍ରା ସମୟରେ ସାଙ୍ଗ ରେ କୌଣସି ପଦାର୍ଥ ନବେ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନବେ ନାହିଁ। କବଳେ ପାନ୍ଧିଥିବା ଲୁଗା ଛଡା ଅନ୍ୟ କିଛି ନବେ ନାହିଁ।
ତା'ପରେ ଯୀଶୁ ଆଉ ଜଣକୁ କହିଲେ, ମାରେ ଅନୁସରଣ କର।
ସାଙ୍ଗ ରେ ଟଙ୍କା, ଥଳି, ୟୋତା କିଛି ହେଲେ ନିଅନାହିଁ। ରାସ୍ତା ରେ କାହାରି ସହିତ କଥାବାର୍ତ୍ତା ହବୋ ପାଇଁ ଅଟକି ୟିବ ନାହିଁ।
ତା'ପରେ ଯୀଶୁ ପ୍ ରରେିତମାନଙ୍କୁ କହିଲେ, ମୁଁ ଲୋକମାନଙ୍କ ନିକଟରେ ଉପଦେଶ ଦବୋପାଇଁ ତୁମ୍ଭମାନଙ୍କୁ ପଠାଇଥିଲି। ମୁଁ ତୁମ୍ଭମାନଙ୍କୁ ଟଙ୍କା, ଥଳି ଓ ୟୋତା ବିନା ପଠାଇଥିଲି। ତୁମ୍ଭମାନଙ୍କର କୌଣସିଟି ରେ ଅଭାବ ଥିଲା କି?