Home Bibles କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:15 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:15 · ଓଡ଼ିଆ ବାଇବେଲ

ଶାସ୍ତ୍ର ରେ ମଧ୍ଯ ଲଖାେଅଚି :

Cross references

ଯାତ୍ରା ପୁସ୍ତକ 16:18

ଏହାପରେ ସମାନେେ ତାଙ୍କର ପରିବାର ରେ ଖାଦ୍ୟ ବଣ୍ଟନ କଲେ। ଏଥି ରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲାନାହିଁ।

ଲୂକଲିଖିତ ସୁସମାଚାର 22:35

ତା'ପରେ ଯୀଶୁ ପ୍ ରରେିତମାନଙ୍କୁ କହିଲେ, ମୁଁ ଲୋକମାନଙ୍କ ନିକଟରେ ଉପଦେଶ ଦବୋପାଇଁ ତୁମ୍ଭମାନଙ୍କୁ ପଠାଇଥିଲି। ମୁଁ ତୁମ୍ଭମାନଙ୍କୁ ଟଙ୍କା, ଥଳି ଓ ୟୋତା ବିନା ପଠାଇଥିଲି। ତୁମ୍ଭମାନଙ୍କର କୌଣସିଟି ରେ ଅଭାବ ଥିଲା କି?

Interlinear

Choose Theme