ଲୂକଲିଖିତ ସୁସମାଚାର 22:25 · ଓଡ଼ିଆ ବାଇବେଲ
କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ଏହି ସଂସାରର ଦେଶଗୁଡିକର ରାଜାମାନେ ସମାନଙ୍କେ ଲୋକଙ୍କ ଉପରେ ଶାସନ କରନ୍ତି। ଯେଉଁ ଲୋକମାନଙ୍କର ଅନ୍ୟ ଲୋକଙ୍କ ଉପରେ ଶାସନ କ୍ଷମତା ଥାଏ, ସମାନେେ ଅନ୍ୟ ଲୋକଙ୍କ ପାଇଁ ଉପକାରୀ ବୋଲି ଖ୍ଯାତ ହୁଅନ୍ତି।
Cross references
ମାଥିଉଲିଖିତ ସୁସମାଚାର 20:25
ଯୀଶୁ ସବୁ ଶିଷ୍ଯଙ୍କୁ ଏକାଠି ଡ଼ାକି କହିଲେ, ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସମାନଙ୍କେ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ଯବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ଯ ଜାଣ ଯେ, ସମାନଙ୍କେର ମହତ୍ତ୍ବପୂର୍ଣ୍ଣ ନେତାମାନେ ସମାନଙ୍କର କତ୍ତୃର୍ତ୍ବ ସମାନଙ୍କେ ଉପରେ ବ୍ଯବହାର କରିବାକୁ ଭଲ ପାଆନ୍ତି।
ମାର୍କଲିଖିତ ସୁସମାଚାର 10:41
ଅନ୍ୟ ଦଶ ଜଣ ପ୍ ରରେିତ ଏହା ଶୁଣିଲେ। ସମାନେେ ଯାକୁବ ଓ ଯୋହନଙ୍କ ଉପରେ ରାଗିଗଲେ।