Home Bibles ଲୂକଲିଖିତ ସୁସମାଚାର 17:12 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 17:12 · ଓଡ଼ିଆ ବାଇବେଲ

ସେ ଗୋଟିଏ େଛାଟ ନଗରକୁ ଆସିଲେ। ସଠାେରେ ତାହାଙ୍କୁ ଦଶ ଜଣ ଲୋକ ଭଟେିଲେ। ସହେି ସମସ୍ତଙ୍କର କୁଷ୍ଠ ରୋଗ ହାଇେଥିବାରୁ ସମାନେେ କହେି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ।

Cross references

ଲେବୀୟ ପୁସ୍ତକ 13:45

ପୁଣି ଯେଉଁ ଲୋକ କୁଷ୍ଠ ରୋଗୀ, ତାହାର ବସ୍ତ୍ର ଚିରାୟିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ର ରେ ଢାଙ୍କିବ। ପୁଣି ଅଶୁଚି, ଅଶୁଚି ବୋଲି ଚିତ୍କାର କରିବ।

ଗଣନା ପୁସ୍ତକ 5:2

ଏକ ମନୁଷ୍ଯକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମହେ ଓ ୟିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚଯ ଛାଉଣୀରୁ ବାହାରକୁ ୟିବ, ଇଶ୍ରାୟେଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।

ଗଣନା ପୁସ୍ତକ 12:14

ସଦାପ୍ରଭୁ ମାଶାଙ୍କେୁ କହିଲେ, ଯଦି ତା'ର ପିତା ତା'ର ମୁଁହ ରେ ଛପେ ପକାଇଥାନ୍ତା, ସେ କ'ଣ ସାତଦିନ ଲଜ୍ଜିତା ହାଇେ ନ ଥାନ୍ତା? ତେଣୁ ସେ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ଅନ୍ୟମାନଙ୍କଠାରୁ ହାଇେ ରହୁ, ତା'ପରେ ସେ ଛାଉଣୀ ଭିତରକୁ ଆସିପାରିବ।

ଦିତୀୟ ରାଜାବଳୀ 5:27

ଏଣୁ ନାମାନ୍ର ଚର୍ମ ରୋଗ ତୁମ୍ଭଠା ରେ ଓ ତୁମ୍ଭ ବଂଶଠା ରେ ଚିରକାଳ ପର୍ୟ୍ଯନ୍ତ ଲାଗି ରହିବ।

ଦିତୀୟ ରାଜାବଳୀ 7:3

ସହେି ସମୟରେ ନଗରଦ୍ବାର ପ୍ରବେଶ ସ୍ଥାନ ରେ ଗ୍ଭରିଜଣ କୁଷ୍ଠୀ ଥିଲେ। ସମାନେେ ପରସ୍ପରକୁ କହିଲେ, ଆମ୍ଭମାନେେ ମୃତ୍ଯୁକୁ ଅପେକ୍ଷା କରି ଏଠା ରେ କାହିଁକି ବସିଅଛୁ?

ଦିତୀୟ ବଂଶାବଳୀ 26:20

ପ୍ରଧାନ ଯାଜକ ଅସରିଯ ଓ ଅନ୍ୟ ସମସ୍ତ ଯାଜକମାନେ ଉଷିୟଙ୍କ ପ୍ରତି ଅନାଇଲେ। ସମାନେେ ତାଙ୍କ କପାଳ ରେ କୁଷ୍ଠରୋଗର ଚିହ୍ନ ଦେଖିବାକୁ ପାଇଲେ। ଏଣୁ ଯାଜକମାନେ ଅତିଶୀଘ୍ର ଉଷିୟଙ୍କୁ ବଳପୂର୍ବକ ମନ୍ଦିରରୁ ବାହାର କରି ଦେଲେ। ଉଷିୟ ନିଜେ ତରତର ହାଇେ ବାହାରି ଗଲେ, କାରଣ ସଦାପ୍ରଭୁ ତାହାଙ୍କୁ ଦଣ୍ଡିତ କରିଥିଲେ।

ଲୂକଲିଖିତ ସୁସମାଚାର 5:12

ଥରେ ଯୀଶୁ ଗୋଟିଏ ନଗର ରେ ଥିଲେ। ସଠାେରେ ଦହେସାରା କୁଷ୍ଠ ହାଇେ ଯାଇଥିବା ଲୋକଟିଏ ରହୁଥିଲା। ଯେତବେେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, ହେ ପ୍ରଭୁ! ମାେତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛାକଲେ ମାେତେ ସୁସ୍ଥ କରିଦଇେ ପାରିବ।

ଲୂକଲିଖିତ ସୁସମାଚାର 18:13

କରଆଦାୟକାରୀ ମଧ୍ଯ ଅଲଗା ଏକାକୀ ଠିଆ ହାଇେଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ବର୍ଗ ଆଡକୁ ମଧ୍ଯ ଚାହିଁଲନୋହିଁ। କରଆଦାୟକାରୀ ପରମେଶ୍ବରଙ୍କ ପାଖ ରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, ହେ ପରମେଶ୍ବର, ମାେ ଉପରେ ଦୟା କର। ମୁଁ ଜଣେ ପାପୀ।

Interlinear

Choose Theme