Home Bibles ଦିତୀୟ ରାଜାବଳୀ 5:27 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 5:27 · ଓଡ଼ିଆ ବାଇବେଲ

ଏଣୁ ନାମାନ୍ର ଚର୍ମ ରୋଗ ତୁମ୍ଭଠା ରେ ଓ ତୁମ୍ଭ ବଂଶଠା ରେ ଚିରକାଳ ପର୍ୟ୍ଯନ୍ତ ଲାଗି ରହିବ।

Cross references

ଯାତ୍ରା ପୁସ୍ତକ 4:6

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହାତକୁ ତୁମ୍ଭର ଛାତି ରେ ରଖ।

ଯାତ୍ରା ପୁସ୍ତକ 20:5

କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।

ଲେବୀୟ ପୁସ୍ତକ 13:10

ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମ ରେ ଶ୍ବତବେର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ସହେି ଫୁଲା ରେ କଞ୍ଚାମାଂସ ବୃଦ୍ଧି ପାଉଥାଏ।

ଗଣନା ପୁସ୍ତକ 12:10

ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।

ଯିହୋଶୂୟ 7:25

ତା'ପରେ ୟିହୋଶୂଯ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦକ୍ସ୍ଟଃଖ ଦଲେ? ସଦାପ୍ରଭୁ ଆଜି ତକ୍ସ୍ଟମ୍ଭ ପାଇଁ ଦକ୍ସ୍ଟଃଖ ଆଣିବେ। ତେଣୁ ଇଶ୍ରାୟେଲର ସମସ୍ତ ଲୋକ ଆଖନ ଓ ତା'ର ପରିବାରକକ୍ସ୍ଟ ପଥର ଫିଙ୍ଗି ହତ୍ଯା କଲେ। ଏହାପରେ ଲୋକମାନେ ତାକକ୍ସ୍ଟ ଓ ସେ ଆଣିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସହେି ସ୍ଥାନ ରେ ପୋଡି଼ ଦେଲେ।

ପ୍ରଥମ ଶାମୁୟେଲ 2:30

ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ତକ୍ସ୍ଟମ୍ଭ ଗୃହରକ୍ସ୍ଟ ଓ ତକ୍ସ୍ଟମ୍ଭ ପକ୍ସ୍ଟତୃଗୃହରକ୍ସ୍ଟ ଚିରଦିନ ପାଇଁ ମାରେ ଯାଜକ ହବେ ବୋଲି ମୁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, 'ତାହା ଆଉ କବେେ ଘଟିବ ନାହିଁ। କାରଣ ଯେଉଁମାନେ ମାେତେ ସମ୍ମାନ କରନ୍ତି, ମୁ ସମାନଙ୍କେୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମାେତେ ତକ୍ସ୍ଟଚ୍ଛଜ୍ଞାନ କରନ୍ତି, ସମାନଙ୍କେୁ ଅସମ୍ମାନ କରାୟିବ।

ଦିତୀୟ ଶାମୁୟେଲ 3:29

ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାଯୀ ଏବଂ ମୁ ଭାବକ୍ସ୍ଟଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କକ୍ସ୍ଟଷ୍ଠରୋଗ ରେ ଆକ୍ରାନ୍ତ ହବେ, ଅଭାବରେ ରହିବେ ଓ ୟକ୍ସ୍ଟଦ୍ଧ ରେ ହତ ହବେ।

ଦିତୀୟ ରାଜାବଳୀ 5:1

ଅରାମୀଯ ରାଜାଙ୍କର ନାମାନ୍ ନାମ ରେ ଜଣେ ସନୋପତି ଥିଲେ। ସେ ତା'ର ମୁନିବ ପ୍ରତି ମହତ୍ବପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାୟ୍ଯ ରେ ଅରାମୀଯମାନଙ୍କୁ ବିଜଯ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ୍ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ ଚର୍ମ ରୋଗ ରେ ଆକ୍ରାନ୍ତ ଥିଲେ।

ଦିତୀୟ ରାଜାବଳୀ 15:5

ପୁଣି ସଦାପ୍ରଭୁ ଅସରିଯଙ୍କୁ ମରଣ ପର୍ୟ୍ଯନ୍ତ କୁଷ୍ଠୀ କରି ଦେଲେ ଓ ସେ ଏକ ପୃଥକ ଗୃହ ରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ ଗୃହର କର୍ତ୍ତା ହାଇେ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ।

ଯିଶାଇୟ 59:2

ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ବରଙ୍କ ମଧିଅରେ ବିଚ୍ଛଦେ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଣୁ ସେ ଶୁଣିବେ ନାହିଁ।

ହୋଶେୟ 10:13

କିନ୍ତୁ ତୁମ୍ଭମାନେେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭମାନେେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ଯାର ଫଳ ତୁମ୍ଭେ ଭକ୍ଷଣ କଲ। କାହିଁକି? କାରଣ ତୁମ୍ଭମାନେେ ତୁମ୍ଭ ଶକ୍ତି ଓ ସୈନ୍ଯବାହିନୀ ଉପ ରେ ବିଶ୍ବାସ ରଖିଛ।

ମଲାଖୀ 2:3

ଦେଖ, ଆମ୍ଭେ ତୁମ୍ଭମାନଙ୍କର ବଂଶଧରମାନଙ୍କୁ ଦଣ୍ତ ଦବୋ। ଛୁଟିଦିନମାନଙ୍କ ରେ ତୁମ୍ଭମାନଙ୍କର ଯାଜକଗଣ ଆମ୍ଭକୁ ବିଳିଦାନ ଅର୍ପଣ କରିବେ। ମାତ୍ର ତୁମ୍ଭମାନେେ ମୃତ ପ୍ରାଣୀମାନଙ୍କର ଯେଉଁ ଗୋବର ବାହାରକୁ ଫିଙ୍ଗି ଦିଅ, ଆମ୍ଭେ ସହେି ଗୋବରକୁ ନଇେ ତୁମ୍ଭମାନଙ୍କ ମୁହଁ ରେ ପକାଇବା ଓ ତୁମ୍ଭମାନଙ୍କୁ ସହେି ଗୋବର ସହିତ ଫିଙ୍ଗି ଦବୋ।

ମଲାଖୀ 2:8

ମାତ୍ର ତୁମ୍ଭେ ଯାଜକଗଣ ଆମ୍ଭ ପଥରୁ ବିମୁଖ ହାଇେଛ ଏବଂ ତୁମ୍ଭମାନେେ ବହୁତ ଲୋକମାନଙ୍କୁ ଭୂଲ୍ ପଥରେ ୟିବା ପାଇଁ ଶିଖାଇଲ। ତୁମ୍ଭମାନେେ ଲବେୀଙ୍କ ସହିତ ହାଇେଥିବା ଚୁକ୍ତିକୁ ଲଙ୍ଘନ କଲ। ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଥିଲେ।

ମାଥିଉଲିଖିତ ସୁସମାଚାର 27:3

ୟିହୂଦା ଦେଖିଲା ଯେ, ସମାନେେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ୟିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତୃମାନଙ୍କ ହାତ ରେ ଦଇେ ଦଇେଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନଙ୍କୁ ସହେି ତିରିଶଟି ରେ ୗପ୍ୟମୁଦ୍ରା ଫରୋଇ ଦଲୋ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:5

ଏକଥା ଶୁଣିବା ମାତ୍ ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡ଼ରିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:10

ସେ ସ୍ତ୍ରୀ ଲୋକଟି ମଧ୍ଯ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା'ପରେ ୟୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନଇଗେଲେ ଓ ତାହାର ସ୍ବାମୀ ପାଖ ରେ ତାହାକୁ କବର ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:20

ପିତର ତାହାକୁ କହିଲେ, ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହାଇଯୋଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ବରଙ୍କ ଦାନ ଟଙ୍କା ରେ କିଣି ହବେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:10

ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ଛାଡ଼ି ଦଇେଛନ୍ତି। କିନ୍ତୁ ସପରେି କରିବା ଦ୍ବାରା ସମାନେେ ନିଜ ଉପରକୁ ଅନକେ ଦୁଃଖ ଟାଣି ଆଣିଛନ୍ତି।

ପିତରଙ୍କ ଦିତୀୟ ପତ୍ର 2:3

ସହେି ଭଣ୍ଡ ଶିକ୍ଷକମାନେ କବଳେ ତୁମ୍ଭର ଧନ ଚାହାଁନ୍ତି। ସମାନେେ ଖାଲି ମିଛ କଥା କହି ତୁମ୍ଭର ମନ ନବେେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ଯାୟ ବିଚାର ବହୁ ପୂର୍ବରୁ ପ୍ରସ୍ତୁତ ହାଇେ ରହିଛି। ପରମେଶ୍ବର ସମାନଙ୍କେୁ ନଷ୍ଟ କରି ଦବେେ। ସମାନେେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।

Interlinear

Choose Theme