Home Bibles ଲୂକଲିଖିତ ସୁସମାଚାର 17:13 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 17:13 · ଓଡ଼ିଆ ବାଇବେଲ

କିନ୍ତୁ ସମାନେେ ଯୀଶୁଙ୍କୁ ପାଟି କରି ଡାକିଲେ, ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାୟ୍ଯ କର।

Cross references

ମାଥିଉଲିଖିତ ସୁସମାଚାର 9:27

ଯୀଶୁ ସହେି ସ୍ଥାନ ଛାଡି ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସମାନେେ ପାଟି କରି କହୁଥିଲେ, ହେ ଦାଉଦଙ୍କ ପୁତ୍ର , ଆମ୍ଭମାନଙ୍କୁ ଦୟା କର।

ମାଥିଉଲିଖିତ ସୁସମାଚାର 15:22

ସହେି ଅଞ୍ଚଳର ଜମେ କିଣାନୀଯା ସ୍ତ୍ରୀ ଆସି ବଡପାଟି କରି କହିଲା, ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମାେ ପ୍ରତି ଦୟା କରନ୍ତୁ। ମାେ ଝିଅ ଦହେ ରେ ଗୋଟିଏ ଭୂତ ପଶି ରହିଛି। ମାେ ଝିଅ ଭାରି କଷ୍ଟ ପାଉଛି।

ମାଥିଉଲିଖିତ ସୁସମାଚାର 20:30

ରାସ୍ତା ପାଖ ରେ ଦୁଇଜଣ ଅନ୍ଧ ବସିଥିଲେ। ସମାନେେ ଶୁଣିଲେ ଯେ ଯୀଶୁ ସେ ବାଟ ଦଇେ ଯାଉଛନ୍ତି। ସମାନେେ ପାଟି କଲେ, ହେ ପ୍ରଭୁ, ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟା କର।

ମାର୍କଲିଖିତ ସୁସମାଚାର 9:22

ଦୁଷ୍ଟାତ୍ମା ତାକୁ ମାରିବାକୁ ଅନକେ ଥର ପାଣିକୁ ଓ ଅନକେ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା ପାଇଁ କିଛି କରି ପାରନ୍ତି, ତବେେ ଆମ୍ଭ ପ୍ରତି ଦୟା ହବେ ଓ ଆମ୍ଭକୁ ସାହାୟ୍ଯ ହବେ।

ଲୂକଲିଖିତ ସୁସମାଚାର 5:5

ଶମାନେ କହିଲେ, ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭମାନେେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।

ଲୂକଲିଖିତ ସୁସମାଚାର 18:38

ଅନ୍ଧଟି ଉତ୍ତଜେିତ ହାଇେ ପଡିଲା ଓ କହିଲା, ଦାଉଦଙ୍କପୁତ୍ର ଯୀଶୁ ଦୟାକରି ମାେତେ ସାହାୟ୍ଯ କର।

Interlinear

Choose Theme