Home Bibles ☰ Books ଲୂକଲିଖିତ ସୁସମାଚାର 17:11 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 17:11 · ଓଡ଼ିଆ ବାଇବେଲ

ଯୀଶୁ ୟିରୂଶାଲମ ଯାତ୍ରା କରୁଥିଲେ। ସେ ଗାଲୀଲୀରୁ ଶମିରୋଣକୁ ଗଲେ।

Cross references

ଲୂକଲିଖିତ ସୁସମାଚାର 9:51

ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।

ଯୋହନଲିଖିତ ସୁସମାଚାର 4:3

ତେଣୁ ସେ ସେତବେେଳେ ୟିହୂଦା ପ୍ରଦେଶ ଛାଡି ପୁଣି ଥରେ ଗାଲୀଲୀକୁ ଚାଲିଗଲେ।

Interlinear

Choose Theme