Home Bibles ଲୂକଲିଖିତ ସୁସମାଚାର 13:30 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 13:30 · ଓଡ଼ିଆ ବାଇବେଲ

କେତକେ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ୟ୍ଯଦା ସବୁଠାରୁ ନିମ୍ନ ରେ ଅଛି, ସମାନେେ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶଷେ ରେ ଥିବା କେତକେ ଲୋକ ପ୍ରଥମ ହବେେ ଓ ପ୍ରଥମ ରେ ଥିବା କେତକେ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଶଷେ ରେ ରହିବେ।'

Cross references

ମାଥିଉଲିଖିତ ସୁସମାଚାର 3:9

ତୁମ୍ଭମାନେେ ନିଜକୁ ଅବ୍ରାହାମ ସନ୍ତାନ ବୋଲି କହି ଦେଲେ ଯେ ୟଥେଷ୍ଟ ହାଇଗେଲା, ସେ କଥା କବେେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରିବେ।

ମାଥିଉଲିଖିତ ସୁସମାଚାର 8:11

ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସମାନେେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ବର୍ଗରାଜ୍ଯ ରେ ଭୋଜି ରେ ନିଜ ନିଜ ଆସନ ଗ୍ରହଣ କରିବେ।

ମାଥିଉଲିଖିତ ସୁସମାଚାର 19:30

କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନ ରେ ଅଛନ୍ତି, ଭବିଷ୍ଯତ ରେ ସମାନଙ୍କେ ଭିତରୁ ବହୁତ ଲୋକ ଶଷେ ସ୍ଥାନ ରେ ରହିଯିବେ। ଏବଂ ଏବେ ଶଷେ ସ୍ଥାନ ରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ଯତ ରେ ପ୍ରଥମସ୍ଥାନ ଲାଭ କରିବେ।

ମାଥିଉଲିଖିତ ସୁସମାଚାର 20:16

ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶଷେ ରେ ଅଛନ୍ତି, ଭବିଷ୍ଯତ ରେ ସମାନେେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନ ପାଇବେ।

ମାଥିଉଲିଖିତ ସୁସମାଚାର 21:28

କୁହତ ଦେଖି, ତୁମ୍ଭେ ଏବିଷୟ ରେ କ'ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲା, 'ପୁଅ ଆଜି ଯା ଓ ଅଙ୍ଗୁର ବଗିଚ଼ା ରେ କାମ କର।'

ମାର୍କଲିଖିତ ସୁସମାଚାର 10:31

ବର୍ତ୍ତମାନ ଯେଉଁ ଲୋକମାନେ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନକୁ ଚାଲିଯିବେ, ଏବଂ ବର୍ତ୍ତମାନ ଯେଉଁମାନେ ଶଷେ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ପ୍ରଥମ ସ୍ଥାନକୁ ଚାଲିଯିବେ।

Interlinear

Choose Theme