Home Bibles ଯିହିଜିକଲ 18:27 · ଓଡ଼ିଆ ବାଇବେଲ
ଯିହିଜିକଲ 18:27 · ଓଡ଼ିଆ ବାଇବେଲ

ଦୁଷ୍ଟଲୋକ ଯେତବେେଳେ ନିଜ ଦୁଷ୍ଟତାରୁ ବିରତ ହାଇେ ନ୍ଯାଯ ଓ ଧର୍ମାଚରଣ କରେ ସେତବେେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ।

Cross references

ଯିଶାଇୟ 1:18

ସଦାପ୍ରଭୁ ପୁଣି କୁହନ୍ତି, ଆସ, ମାେ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁର ବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହବେ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ବଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମଷେ ଲୋମ ସଦୃଶ ଶୁଭ୍ର ହବେ।

ଯିଶାଇୟ 55:7

ଦୁଷ୍ଟାଚାରୀ ତା'ର ମନ୍ଦକାର୍ୟ୍ଯ ଓ ଅଧାର୍ମିକ ତା'ର ମନ୍ଦ ଚିନ୍ତା ପରିତ୍ଯାଗ କରୁ। ସେ ସଦାପ୍ରଭୁଙ୍କ ନିକଟକୁ ଫରେିଆସୁ ଏବଂ ସେ ତାକୁ ଦୟା କରିବେ। ସେ ତାକୁ କ୍ଷମା କରି ଦବେେ। ତାକୁ ପରମେଶ୍ବରଙ୍କ ପାଖକୁ ଫରେିବାକୁ ଛାଡ଼ିଦିଅ। ସେ ତାକୁ ବହୁଳ ଭାବରେ କ୍ଷମା କରିବେ।

ଯିହିଜିକଲ 18:21

ଏବଂ ଦୁଷ୍ଟ ଲୋକ ଯବେେ ପାପ ପଥରୁ ବିରତ ହୁଏ, ମାରେ ବିଧି ସକଳ ପାଳନ କରେ ଓ ନ୍ଯାଯ ଏବଂ ଧର୍ମାଚରଣ କରେ ତବେେ ସେ ନିଶ୍ଚଯ ବଞ୍ଚିବ, ସେ ମରିବ ନାହିଁ।

ଯିହିଜିକଲ 33:5

କାରଣ ସେ ତୁରୀଶବ୍ଦ ଶୁଣି ସତର୍କ ହେଲା ନାହିଁ ଏବଂ ଶତ୍ରୁଗଣ ତାକୁ ହତ୍ଯା କରନ୍ତି। ତବେେ ସମାନେେ ନିଜର ମୃତ୍ଯୁ ପାଇଁ ଦାଯୀ ରହିବେ। କାରଣ ସମାନେେ ସଚତନେ ହାଇେଥିଲେ ନିଜର ପ୍ରାଣ ବଞ୍ଚାଇ ଥାନ୍ତେ।

ମାଥିଉଲିଖିତ ସୁସମାଚାର 9:13

ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ଯର ଅର୍ଥ କ'ଣ: 'ମୁଁ ପଶୁବଧ ଚା ହେଁ ନାହିଁ। ମୁଁ ଲୋକମାନଙ୍କ ଭିତ ରେ ଦୟାଭାବ ଗ୍ଭ ହେଁ।' ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।

ମାଥିଉଲିଖିତ ସୁସମାଚାର 21:28

କୁହତ ଦେଖି, ତୁମ୍ଭେ ଏବିଷୟ ରେ କ'ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲା, 'ପୁଅ ଆଜି ଯା ଓ ଅଙ୍ଗୁର ବଗିଚ଼ା ରେ କାମ କର।'

ରେରିତମାନଙ୍କ କାର୍ଯ୍ୟର ବିବରଣ 2:40

ପିତର ସମାନଙ୍କେୁ ଚତନୋ ଦଇେ କହିଲେ, ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:19

ଏଥିପାଇଁ ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ବରଙ୍କ ପାଖକୁ ଫରେିଆସ, ତବେେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରି ଦବେେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:21

ମୁଁ ଯିହୂଦୀ ଓ ଗ୍ରୀକ ଏବଂ ସମସ୍ତ ଲୋକମାନଙ୍କୁ ମନ ପରିବର୍ତ୍ତନ କରି ପରମେଶ୍ବରଙ୍କ ନିକଟକୁ ଆସିବା ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କଠା ରେ ବିଶ୍ବାସ କରିବା ନିମନ୍ତେ ଚେ଼ତାଇ ଦଇେଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:20

ମୁଁ ପ୍ରଥମେ ଦମ୍ମସକେ ନଗର ରେ, ପରେ ୟିରୂଶାଲମ ରେ ସମଗ୍ର ୟିହୂଦା ଓ ଅଣଯିହୂଦୀ ଦେଶମାନଙ୍କ ରେ ମଧ୍ଯ ପ୍ରଚ଼ାର କଲି। ମୁଁ ସମାନଙ୍କେୁ ଅନୁତାପ କରି ପରମେଶ୍ବରଙ୍କ ପାଖକୁ ଫରେିବା ପାଇଁ କହିଲି। ସମାନଙ୍କେ ହୃଦୟ ପରିବର୍ତ୍ତନ ପାଇଁ ଉଚ଼ିତ କାର୍ୟ୍ଯ କରିବା ପାଇଁ ମଧ୍ଯ କହିଲି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:16

ତୁମ୍ଭ ନିଜ ଜୀବନ ସମ୍ବନ୍ଧ ରେ ଓ ତୁମ୍ଭ ବିଷୟ ରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରିପାରିବ।

Interlinear

Choose Theme