Home Bibles ☰ Books ଲୂକଲିଖିତ ସୁସମାଚାର 12:14 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 12:14 · ଓଡ଼ିଆ ବାଇବେଲ

ଏହା ଶୁଣି ଯୀଶୁ କହିଲେ, ମାେତେ ତୁମ୍ଭମାନଙ୍କର ବିଚାର କରିବାକୁ କିମ୍ବା ତୁମ୍ଭ ବାପାଙ୍କ ସମ୍ପତ୍ତି ତୁମ୍ଭ ଦୁହିଁଙ୍କ ଭିତ ରେ ବାଣ୍ଟି ଦବୋକୁ କିଏ କହିଛି?

Cross references

ଯାତ୍ରା ପୁସ୍ତକ 2:14

ସହେି ଲୋକ ଜଣକ ଉତ୍ତର ଦଲୋ, କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଚାରକର୍ତ୍ତା କରି ନିୟୁକ୍ତ କରିଅଛି? ତୁମ୍ଭେ ସହେି ମିଶରୀଯ ଲୋକଟିକୁ ବଧ କଲା ପରି ମାେତେ ବଧ କରିବା ପାଇଁ ଯୋଜନା କରୁଛ କି?

ମୀଖା 6:8

ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।

ଲୂକଲିଖିତ ସୁସମାଚାର 5:20

ସହେି ଲୋକମାନଙ୍କର ବିଶ୍ବାସ ଦେଖି ଯୀଶୁ ସହେି ରୋଗୀଟିକୁ କହିଲେ, ବନ୍ଧୁ! ତୁମ୍ଭର ପାପ କ୍ଷମା କରିଦିଆଗଲା।

ଲୂକଲିଖିତ ସୁସମାଚାର 22:58

ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ଯରୁ ତୁମ୍ଭେ ମଧ୍ଯ ଜଣେ।

ଯୋହନଲିଖିତ ସୁସମାଚାର 6:15

ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ। ଯେତବେେଳେ ତାହାଙ୍କୁ ଧରି ନଇେ ରାଜା କରିବାର ଯୋଜନା ଲୋକେ କଲେ, ସେତବେେଳେ ସେ ସହେି ସ୍ଥାନ ଛାଡି ଏକୁଟିଆ ପାହାଡ ଉପରକୁ ଚାଲିଗଲେ।

ଯୋହନଲିଖିତ ସୁସମାଚାର 8:11

ସେ ସ୍ତ୍ରୀଲୋକଟି ଉତ୍ତର ଦଲୋ, ନା, ପ୍ରଭୁ ସମାନଙ୍କେ ମଧ୍ଯରୁ କହେି ମାେତେ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ।

ଯୋହନଲିଖିତ ସୁସମାଚାର 18:35

ପୀଲାତ କହିଲେ, ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସମାନଙ୍କେର ପ୍ରଧାନଯାଜକମାନେ ତୁମ୍ଭକୁ ମାେ ପାଖକୁ ଆଣିଛନ୍ତି। ତୁମ୍ଭେ କ'ଣ ଦୋଷ କରିଛ?

ରୋମୀୟଙ୍କ ପ୍ରତି ପତ୍ର 2:1

ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭମାନେେ ଅନ୍ୟ ଲୋକଙ୍କର ନ୍ଯାୟବିଚ଼ାର କରି ପାରିବ ତା ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭମାନେେ ନିଜେ ମଧ୍ଯ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ଯାୟ ବିଚ଼ାର କରୁଛ, ହେଲେ ତୁମ୍ଭେ ମଧ୍ଯ ସମାନଙ୍କେ ପରି ମନ୍ଦ କାମ କରୁଛ। ଅତଏବ ଯେତବେେଳେ ତୁମ୍ଭେ ସମାନଙ୍କେର ନ୍ଯାୟବିଚ଼ାର କରୁଛ, ସେତବେେଳେ ପ୍ରକୃତ ରେ ନିଜକୁ ଅପରାଧୀ ବୋଲି ନ୍ଯାୟ ବିଗ୍ଭର କରୁଛ।

ରୋମୀୟଙ୍କ ପ୍ରତି ପତ୍ର 2:3

ତୁମ୍ଭେଭୁଲକାମ କରୁଥିବା ଲୋକଙ୍କର ନ୍ଯାୟବିଚ଼ାର କରୁଛ। କିନ୍ତୁ ତୁମ୍ଭେ ନିଜେ ମଧ୍ଯ ସହେି ଭଳି ଭୁଲକାମ କରୁଛ। ସେଥିପାଇଁ ତୁମ୍ଭେ ଜାଣ ଯେ ପରମେଶ୍ବର ନିଶ୍ଚିତ ଭାବରେ ତୁମ୍ଭର ନ୍ଯାୟବିଚ଼ାର କରିବେ। ତୁମ୍ଭେ ବିଚ଼ାରରୁ ରକ୍ଷା ପାଇ ପାରିବ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 9:20

ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?

Interlinear

Choose Theme