Home Bibles ☰ Books ଲୂକଲିଖିତ ସୁସମାଚାର 12:13 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 12:13 · ଓଡ଼ିଆ ବାଇବେଲ

ଜନସମୂହ ମଧ୍ଯରୁ କହେି ଜଣେ ଯୀଶୁଙ୍କୁ କହିଲା, ଗୁରୁ! ଆମ୍ଭର ବାପା ଏବେ ମରିଗଲେ। ଆମ୍ଭ ବାପାଙ୍କ ସମ୍ପତ୍ତିକୁ ଆମ୍ଭ ଭିତ ରେ ଭାଗ କରିବା ପାଇଁ ମାେ ଭାଇକୁ କୁହନ୍ତୁ।

Cross references

ଗୀତସଂହିତା 17:14

ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।

ଯିହିଜିକଲ 33:31

ଏବଂ ସମାନେେ ମାେ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମାେ ଲୋକପରି ସମାନେେ ତୁମ୍ଭ ସମ୍ମୁଖ ରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସମାନେେ ମାେ କଥା ମାନନ୍ତି ନାହିଁ। କାରଣ ସମାନେେ କବଳେ ତାହା କରନ୍ତି, ଯାହା ସମାନେେ କରିବାକୁ ଚାହାଁନ୍ତି। ଏବଂ ସମାନଙ୍କେ ହୃଦଯ ଅସାଧୁ ଲାଭ ପାଇଁ ଲୋଭି ଅଟେ।

ଲୂକଲିଖିତ ସୁସମାଚାର 6:45

ଜଣେ ଭଲ ଲୋକର ମନ ଭିତ ରେ ଭଲ ବିଷୟ ସଞ୍ଚିତ ହାଇେ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତ ରେ ଖରାପ ବିଷୟ ସଞ୍ଚିତ ହାଇେ ରିହଥାଏ। ତେଣୁ ତା' ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତ ରେ ଯାହା ଥାଏ, ସେ ତାହା କହିଥାଏ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:18

ପ୍ ରରେିତମାନଙ୍କ ହାତ ରଖିବା ଦ୍ବାରା ପବିତ୍ର ଆତ୍ମା ପ୍ରାପ୍ତ ହବୋ ଶିମାନେ ଦେଖିଲା। ତେଣୁ ଶିମାନେ ପ୍ ରରେିତମାନଙ୍କୁ ଟଙ୍କା ଯାଚି କହିଲା,

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:5

ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ଯମ ରେ ସୀମାହୀନ ୟୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ଯ ତାହା ଆମନ୍ତ୍ରିତ କରେ। ସହେି ଲୋକମାନେ ସତ୍ଯକୁ ହରାଇ ବସିଛନ୍ତି। ସମାନେେ ଭାବନ୍ତି ଯେ ପରମେଶ୍ବରଙ୍କ ସବୋ କରିବା ହେଉଛି ଧନୀ ହବୋର ଏକ ଉପାୟ।

Interlinear

Choose Theme