Home Bibles ଲୂକଲିଖିତ ସୁସମାଚାର 22:58 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 22:58 · ଓଡ଼ିଆ ବାଇବେଲ

ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ଯରୁ ତୁମ୍ଭେ ମଧ୍ଯ ଜଣେ।

Cross references

ମାଥିଉଲିଖିତ ସୁସମାଚାର 26:71

ତା'ପରେ ସେ ଅଗଣାରୁ ବାହାରି ଆସିଲେ। ଫାଟକ ପାଖ ରେ ଆଉଜଣେ ଦାସୀ ତାହାଙ୍କୁ ଦେଖି ପକାଇ ସଠାେରେ ଥିବା ସମସ୍ତ ଲୋକଙ୍କୁ କହିଲା, ଏ ଲୋକ ନାଜରିତୀୟ ଯୀଶୁଙ୍କ ସହିତ ଥିଲା।

ମାର୍କଲିଖିତ ସୁସମାଚାର 14:69

ସେ ଚାକରାଣୀଟି ପୁଣି ପିତରଙ୍କୁ ଦେଖି ସଠାେରେ ଠିଆ ହାଇେଥିବା ଲୋକମାନଙ୍କୁ କହିବାକୁ ଲାଗିଲା, ଏ ଲୋକଟି ସମାନଙ୍କେ ମଧ୍ଯରୁ ଜଣେ।

ଯୋହନଲିଖିତ ସୁସମାଚାର 18:25

ଶିମାନେ ପିତର ନିଆଁ ପାଖେ ଠିଆ ହାଇେ ସକେି ହେଉଥିଲେ। ଅନ୍ୟ ଲୋକମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଏହି ଲୋକର ଶିଷ୍ଯମାନଙ୍କ ଭିତରୁ ଜଣେ? କିନ୍ତୁ ପିତର ମନା କଲେ।

Interlinear

Choose Theme