Home Bibles ପ୍ରଥମ ଶାମୁୟେଲ 21:8 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 21:8 · ଓଡ଼ିଆ ବାଇବେଲ

ସଦେିନ ଶାଉଲଙ୍କ ଦାସମାନଙ୍କ ମଧ୍ଯରକ୍ସ୍ଟ ଜଣେ ଦାସ ସଠାେରେ ଥିଲା। ସେ ଥିଲେ ଇଦୋମୀଯ ଦୋଯଗେ। ଦୋଯଗେ ଥିଲା ଶାଉଲଙ୍କର ପଶକ୍ସ୍ଟପାଳକମାନଙ୍କର ମକ୍ସ୍ଟଖ୍ଯ। ଦୋଯଗଙ୍କେକ୍ସ୍ଟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଟକାଇ ରଖା ୟାଇଥିଲା ।

Cross references

ପ୍ରଥମ ଶାମୁୟେଲ 22:9

ଶାଉଲଙ୍କର ଦାସ ନିକଟରେ ଛିଡା ହାଇେଥିବା ଇଦୋମୀଯ ଦୋଯଗ ଉତ୍ତର ଦେଲେ, ମୁ ୟିଶୀର ପକ୍ସ୍ଟତ୍ରକକ୍ସ୍ଟ ନୋବ ରେ ଅହୀଟୂବର ପକ୍ସ୍ଟତ୍ର ଅହୀମଲେକ୍ ନିକଟକକ୍ସ୍ଟ ୟିବାର ଦେଖିଥିଲି।

ପ୍ରଥମ ଶାମୁୟେଲ 22:22

ଦାଉଦ ଅବିଯାଥରକକ୍ସ୍ଟ କହିଲା, ଇଦୋମୀଯ ଦୋଯଗେ ସଠାେରେ ଉପସ୍ଥିତ ଥିବା ବେଳେ ମୁ ସହେିଦିନ ଜାଣିଥିଲି ଯେ, ସେ ନିଶ୍ଚଯ ଶାଉଲଙ୍କକ୍ସ୍ଟ ଜଣାଇବ, ତକ୍ସ୍ଟମ୍ଭ ପିତୃଗୃହସ୍ଥ ସମସ୍ତଙ୍କକ୍ସ୍ଟ ହତ୍ଯା କରାୟାଇଛି ଏବଂ ମୁ କବଳେ ଜଣେ ସମାନଙ୍କେର ମୃତକ୍ସ୍ଟ୍ଯର ଦାଯୀ।

ଏଷ୍ଟର ବିବରଣ 8:14

ତହିଁରେ ଦ୍ରୁତଗାମୀ ରାଜକୀଯ ଅଶ୍ବାରୁଢ ଦୂତମାନେ ରାଜାଙ୍କ ଆଜ୍ଞା ରେ ଶିଘ୍ର ଗ୍ଭଲିଗଲେ, ଏବଂ ଏହା ଶ୍ବଶନ ରାଜଧାନୀ ରେ ସହେି ଆଜ୍ଞା ପ୍ରକାଶିତ ହେଲା।

ଲୂକଲିଖିତ ସୁସମାଚାର 10:4

ସାଙ୍ଗ ରେ ଟଙ୍କା, ଥଳି, ୟୋତା କିଛି ହେଲେ ନିଅନାହିଁ। ରାସ୍ତା ରେ କାହାରି ସହିତ କଥାବାର୍ତ୍ତା ହବୋ ପାଇଁ ଅଟକି ୟିବ ନାହିଁ।

Interlinear

Choose Theme