Home Bibles ☰ Books ଲୂକଲିଖିତ ସୁସମାଚାର 10:35 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 10:35 · ଓଡ଼ିଆ ବାଇବେଲ

ତା'ପରଦିନ ଶମିରୋଣୀୟ ଲୋକ ଜଣକ ଦୁଇଟି ରୂପାମୁଦ୍ରା ବାହାର କଲେ। ସେ ତାହା ପ୍ରାନ୍ଥଶାଳାର ଦାଯିତ୍ବ ରେ ଥିବା ଲୋକଟିକୁ ଦଇେ କହିଲେ, 'ଏହି ଆହତ ଲୋକଟିର ଯତ୍ନ ନବେ। ତା' ପାଇଁ ଯଦି ଆଉ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ମୁଁ ଫରେିଲା ବେଳେ ତୁମ୍ଭକୁ ସତକେ ପରିଶାଧେ କରି ଦବେି।

Cross references

ହିତୋପଦେଶ 19:17

ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ସେ ତାହାର ଉତ୍ତମ କର୍ମର ପରିଶାଧେ କରିବେ।

ମାଥିଉଲିଖିତ ସୁସମାଚାର 20:2

ସେ ଶ୍ରମିକମାନଙ୍କୁ ସଦେିନ କାମ କରିବା ବାବଦ ରେ ଗୋଟିଏ ଗୋଟିଏ ରେ ୗପ୍ୟ ମୁଦ୍ରା ଦବୋ ପାଇଁ ରାଜି ହେଲେ। ତା'ପରେ ସେ ଶ୍ରମିକମାନଙ୍କୁ ବଗିଚ଼ାକୁ କାମ କରିବାକୁ ପଠାଇ ଦେଲେ।

ଲୂକଲିଖିତ ସୁସମାଚାର 14:13

ବରଂ ଭୋଜି ଦବୋ ସମୟରେ ଗରିବ, ପଙ୍ଗୁ, େଛାଟା ଓ ଅନ୍ଧମାନଙ୍କୁ ଡାକ।

ରୋମୀୟଙ୍କ ପ୍ରତି ପତ୍ର 16:23

ମାେତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ଯ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରମାଣ ଜଣାଉଛନ୍ତି।

Interlinear

Choose Theme