Home Bibles ଲୂକଲିଖିତ ସୁସମାଚାର 10:32 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 10:32 · ଓଡ଼ିଆ ବାଇବେଲ

ତା'ପରେ ଜଣେ ଲବେୀୟ ସହେି ବାଟରେ ଆସିଲେ। ସେ ସହେି ଲୋକଟିକୁ ଦେଖିବା ସତ୍ତ୍ବେ ତାକୁ ସାହାୟ୍ଯ କରିବାକୁ ନଅଟକି ଚାଲିଗଲେ।

Cross references

ଗୀତସଂହିତା 109:25

ମନ୍ଦ ଲୋକମାନେ ମାେତେ ଅପମାନିତ କରୁଛନ୍ତି। ସମାନେେ ମାେତେ ଦେଖି ମୁଣ୍ଡ ହଲାଉଛନ୍ତି।

ହିତୋପଦେଶ 27:10

ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ଯାଗ କର ନାହିଁ। ତୁମ୍ଭର ବିପଦ ଦିନ ରେ ଆପଣା ଭାଇର ଗୃହକୁ ୟାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:28

କିନ୍ତୁ ପାଉଲ ଚିତ୍କାର କରି କହିଲେ, ଆମ୍ଭେ ସମସ୍ତେ ଏଠା ରେ ଅଛୁ। ନିଜର କ୍ଷତି କରନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:17

ତା'ପରେ ସମାନେେ ସମାଜଗୃହର ପ୍ରଧାନ କର୍ତ୍ତା ସୋସ୍ଥନାଙ୍କୁ ଧରିନଇେ ଅଦାଲତ ସାମନା ରେ ପିଟିଲେ। କିନ୍ତୁ ଗାଲ୍ଲିଯୋନ ଏଥି ପ୍ରତି ମାଟେେ ଦୃଷ୍ଟି ଦେଲନୋହିଁ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:2

ସହେି ସମୟରେ ଲୋକେ କବଳେ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସମାନେେ ଅହଂକାରୀ ଓ ଉଦ୍ଧତ ହବେେ। ଅନ୍ୟ ଲୋକଙ୍କ ବିରୁଦ୍ଧ ରେ ନିନ୍ଦାକଥା କହିବେ। ମାତାପିତାଙ୍କୁ ମାନିବେ ନାହିଁ। ସମାନେେ ବିଶ୍ବାସଘାତକ ହବେେ। ପରମେଶ୍ବରଙ୍କ ଇଚ୍ଛାନୁଯାଯୀ ଜୀବନଯାପନ କରିବେ ନାହିଁ।

Interlinear

Choose Theme