Home Bibles ଲୂକଲିଖିତ ସୁସମାଚାର 1:60 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 1:60 · ଓଡ଼ିଆ ବାଇବେଲ

କିନ୍ତୁ ତାହାଙ୍କ ମାଆ କହିଲେ, ନା, ତା'ର ନାମ ଯୋହନ ଦିଆୟିବ।

Cross references

ଦିତୀୟ ଶାମୁୟେଲ 12:25

ସଦାପ୍ରଭୁ ନାଥନ ନାମକ ଏକ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ କହି ପଠାଇଲେ ଏବଂ ସଦାପ୍ରଭୁ ନାଥନ ତା'ର ନାମ ଶଲୋମନ ୟିଦୀଦିଯପରି ଦେଲେ। ନାଥନ ସଦାପ୍ରଭୁଙ୍କ ପାଇଁ ଏହା କଲେ।

ଯିଶାଇୟ 8:3

ତା'ପ ରେ ମୁଁ ଭବିଷ୍ଯତବକ୍ତୀଙ୍କ ନିକଟକୁ ଗଲି। ସେ ଗର୍ଭବତୀ ଥିଲେ ଓ ଏକ ପୁତ୍ର ପ୍ରସବ କଲେ। ତା'ପ ରେ ସଦାପ୍ରଭୁ ମାେତେ କହିଲେ, ତାହାର ନାମ ମ ହରେ-ଶାଲଲ-ହାଶ୍-ବସ୍ ରଖ।

ମାଥିଉଲିଖିତ ସୁସମାଚାର 1:25

କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦବୋ ପର୍ୟ୍ଯନ୍ତ ସେ ତାହାଙ୍କ ସହିତ ସହବାସ କରିନଥଲେ। ଆଉ ଯୋଷଫେ ପୁଅଟିର ନାମ ଯୀଶୁ ରଖିଲେ।

ଲୂକଲିଖିତ ସୁସମାଚାର 1:13

କିନ୍ତୁ ସ୍ବର୍ଗଦୁତ ତାହାଙ୍କୁ କହିଲେ, ଜିଖରିୟ! ଭୟ କରନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ବର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭମାନେେ ତାହାର ନାମ ଯୋହନ ରଖିବ।

ଲୂକଲିଖିତ ସୁସମାଚାର 1:63

ଏହା ଶୁଣି ଜିଖରିୟ ଲେଖିବା ପାଇଁ ସମାନଙ୍କେୁ ଏକ ଲୋଖାଫଳକ ମାଗି ସେଥି ରେ ଲେଖିଲେ, ତା'ର ନାମ ଯୋହନ।

Interlinear

Choose Theme