ଲୂକଲିଖିତ ସୁସମାଚାର 1:62 · ଓଡ଼ିଆ ବାଇବେଲ
ତା'ପରେ ସମାନେେ ପରେ ତା'ର ବାପାଙ୍କୁ ପଚାରିଲେ, ତୁମ୍ଭେ ଏହି ଶିଶୁର ନାମ କ'ଣ ଦବୋକୁ ଗ୍ଭହୁଁଛ?
Cross references
ଲୂକଲିଖିତ ସୁସମାଚାର 1:22
ଯେତବେେଳେ ଜିଖରିୟ ବାହାରକୁ ଆସିଲେ, ସେତବେେଳେ ସେ କିଛି କଥା କରିପାରୁ ନ ଥିଲେ। ତେଣୁ ସମାନେେ ବୁଝି ପାରିଲେ ଯେ, ସେ ମନ୍ଦିର ଭିତ ରେ କୌଣସି ଦିବ୍ଯଦର୍ଶନ ପାଇଛନ୍ତି। ସେ ମୂକ ହାଇେ ଯାଇଥିଲେ ଓ କବଳେ ଠାର ରେ କହୁଥିଲେ।