ଯିହୁଦାର ପାପ ଏପରି ଏକ ସ୍ଥାନ ରେ ଲିଖିତ ହାଇେଅଛି, ଯାହାକୁ ସମାନେେ ଲିଭାଇ ପାରିବେ ନାହିଁ। ସମାନଙ୍କେର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ବାରା ପଥର ଫଳକରେ ଲିଖିତ ହାଇେଅଛି। ଯେଉଁଟା କି ସମାନଙ୍କେର ହୃଦଯ। ଆଉ ସମାନଙ୍କେର ୟଜ୍ଞବଦେୀର ଶିଙ୍ଗ ରେ ତାହା ଖାଦେିତ ହାଇେଅଛି।
Cross references
ପୁଣି ଯାଜକ ସହେି ରକ୍ତ ରେ ଆପଣା ଆଙ୍ଗୁଳି ବୁଡାଇ ସଦାପ୍ରଭୁଙ୍କ ସମ୍ମୁଖ ରେ ବିଚ୍ଛଦେ ବସ୍ତ୍ର ଆଗ ରେ ସାତଥର ଛିଞ୍ଚିବ।
ତା'ପରେ ଯାଜକ ଆପଣା ଅଙ୍ଗୁଳି ରେ ସହେି ପାପାର୍ଥକ ନବୈେଦ୍ଯର ରକ୍ତରୁ କିଛି ନଇେ ହାମବଦେେୀର ଶିଙ୍ଗ ଉପରେ ଦବେ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହାମବଦେେୀ ମୂଳ ରେ ଢାଳିବ।
ମୁଁ ଚା ହେଁ କହେି ଜଣେ ମନରେଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହି ରେ ଲେଖିଛି। ମୁଁ ଚା ହେଁ ମାରେ କଥାସବୁ ପୁସ୍ତକରେ ଲିଖିତ ହାଇରହେୁ।
ମାରେ ଲୁହା ଲେଖନୀ ଓ ସୀସା ଦ୍ବାରା ମାରେ ବାକ୍ଯସବୁ ଖାଦେିତ ହବୋ ଉଚିତ୍। ସଗେୁଡ଼ିକ ଚିରଦିନ ପାଇଁ ପ୍ରସ୍ତର ଉପରେ ଖାଦେିତ ହବୋ ଉଚିତ୍।
ପ୍ ରମେ, ବିଶ୍ବାସ ଏବଂ ସତ୍ଯତା ତୁମ୍ଭକୁ କବେେ ପରିତ୍ଯାଗ କରିବା ଉଚିତ୍ ନୁହଁ। ଆପଣା ଗଳା ରେ ସଗେୁଡ଼ିକ ବାନ୍ଧି ରଖ। ଆପଣା ହୃଦଯ ରେ ସଗେୁଡ଼ିକ ଲେଖିରଖ।
ତାହାକୁ ଆଙ୍ଗୁଳି ରେ ବାନ୍ଧି ରଖ, ନିଜ ହୃଦଯ ରେ ଲେଖି ରଖ।
ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ଯା ସଠାେ ରେ ଅଧିବାସୀମାନଙ୍କ ସହିତ ସମାନ। ୟିରୁଶାଲମର ରାଜପଥଗୁଡ଼ିକର ସଂଖ୍ଯା ପରି, ତୁମ୍ଭମାନେେ ବହୁତ ବଦେୀ ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।
ମାତ୍ର ସଦାପ୍ରଭୁ କହନ୍ତି, ଭବିଷ୍ଯତ ରେ ଆମ୍ଭେ ଇଶ୍ରାୟେଲ ବଂଶ ସହିତ ଏହି ନିଯମ ସ୍ଥିର କରିବା। ଆମ୍ଭେ ସମାନଙ୍କେ ଅନ୍ତର ରେ ଆମ୍ଭର ବ୍ଯବସ୍ଥା ରଖିବା ଓ ସମାନଙ୍କେ ହୃଦଯ ରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ ଓ ସମାନେେ ଆମ୍ଭର ଲୋକ ହବେେ।
ଇଫ୍ରଯିମ ପାପପୂର୍ଣ୍ଣ ମୂର୍ତ୍ତି ପୂଜା କରିବା ପାଇଁ ଅଧିକରୁ ଅଧିକ ୟଜ୍ଞବଦେୀ ନିର୍ମାଣ କଲା। ତା' ପାଇଁ ଏଗୁଡିକ ପାପ କରିବାର ୟଜ୍ଞବଦେୀ ହାଇେଛି।
ଯେ ହତେୁ ଗିଲିଯଦ ରେ ସମାନେେ ବହୁତ ଦୁଷ୍ଟ, ସମାନେେ କିଛି ହାଇପୋରିବେ ନାହିଁ। କାରଣ ଗିଲ୍ଗିଲ ରେ ସମାନେେ ଷଣ୍ତକୁ ବଳିଦାନ ଦିଅନ୍ତି। ଖାେଲା ପଡିଆ ରେ ପଥର ଗଦା ପରି ସମାନଙ୍କେର ୟଜ୍ଞବଦେୀଗୁଡିକ ହବେ।
ଏହା ସ୍ପଷ୍ଟ ଯେ, ତୁମ୍ଭମାନେେ ଆମ୍ଭ ମାଧ୍ଯମ ରେ ଖ୍ରୀଷ୍ଟଙ୍କ ପ୍ ରରେିତ ଏକ ପତ୍ର ସ୍ବରୂପ। ଏହି ଚିଠିଟି କାଳି ରେ ନୁହେଁ, ମାତ୍ର ଜୀବନ୍ତ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଲଖାେ ଯାଇଛି। ଏହା ପ୍ରସ୍ତର ଫଳକ ଉପରେ ଖାଦେିତ ନୁହେଁ ବରଂ ମନୁଷ୍ଯର ହୃଦୟ ରେ ଲିଖିତ।