Home Bibles ଲୂକଲିଖିତ ସୁସମାଚାର 1:5 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 1:5 · ଓଡ଼ିଆ ବାଇବେଲ

ହରେୋଦ ୟିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ 'ଅବିୟଙ୍କ' ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ।

Cross references

ପ୍ରଥମ ବଂଶାବଳୀ 24:10

ସପ୍ତମ ଦଳ ଥିଲା ହକ୍କୋସଙ୍କ ଦଳ।

ପ୍ରଥମ ବଂଶାବଳୀ 24:19

ମନ୍ଦିର ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହାଇେଥିଲେ। ମନ୍ଦିରର ସବୋକାର୍ୟ୍ଯ ପାଇଁ ହାରୋଣଙ୍କ ଦତ୍ତ ନିଯମର ସମାନେେ ବାଧ୍ଯ ହେଲେ। ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ହାରୋଣଙ୍କୁ ଏହି ନିଯମଗୁଡ଼ିକ ପ୍ରଦାନ କରିଥିଲେ।

ନିହିମିୟା 12:4

ଇଦ୍ଦୋ, ଗିନ୍ନଥୋଯ, ଅବିଯ,

ନିହିମିୟା 12:17

ସିଖ୍ରି, ଅବିଯ ପରିବାରର ମୁଖ୍ଯ ଥିଲେ। ପିଲ୍ଟଲେ ମିନ୍ଯାମୀନ ଓ ମାେଯଦିଯ ପରିବାରର ମୁଖ୍ଯ ଥିଲେ।

ମାଥିଉଲିଖିତ ସୁସମାଚାର 2:1

ହରେୋଦ ଙ୍କ ରାଜତ୍ବକାଳ ରେ ୟିହୂଦା ରାଜ୍ଯର ବେଥ୍ଲହେିମ ନଗର ରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହବୋ ପରେ ପୂର୍ବ ଦେଶର କେତକେ ପଣ୍ଡିତ ୟିରୁଶାଲମକୁ ଆସିଲେ.

Interlinear

Choose Theme