Home Bibles ଲୂକଲିଖିତ ସୁସମାଚାର 1:4 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 1:4 · ଓଡ଼ିଆ ବାଇବେଲ

ମୁଁ ଏଗୁଡିକ ଲେଖିବା ଫଳ ରେ ତୁମ୍ଭମାନେେ ଜାଣି ପାରିବ ଯେ ଆପଣଙ୍କୁ ଯାହା ସବୁ ଶିକ୍ଷା ଦିଆ ଯାଇଛି, ତାହା ସତ୍ଯ।

Cross references

ଯୋହନଲିଖିତ ସୁସମାଚାର 20:31

କିନ୍ତୁ ଏହି ପୁସ୍ତକରେ ଏହି ସବୁ ଲଖାେ ହାଇେଛି ଯେପରି ତୁମ୍ଭେ ବିଶ୍ବାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ବରଙ୍କର ପୁତ୍ର ଅଟନ୍ତି ଓ ବିଶ୍ବାସ କରି, ତୁମ୍ଭମାନେେ ତାହାଙ୍କ ନାମ ଦ୍ବାରା ଜୀବନ ପ୍ରାପ୍ତ ହବେ, ଏଥିନିମନ୍ତେ ଏ ସମସ୍ତ ଲଖାଯାେଇଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:25

ତାହାଙ୍କୁ ପ୍ରଭୁଙ୍କ ପଥ ବିଷୟ ରେ ଶିକ୍ଷା ଦିଆଯାଇଥିଲା ଓ ସେ ଉତ୍ସାହଜନକ ଆତ୍ମା ରେ ପୂର୍ଣ୍ଣ ହାଇେ କଥା କହୁଥିଲେ। କବଳେ ଯୋହନଙ୍କର ବାପ୍ତିସ୍ମ ବିଷୟ ରେ ଜାଣିଥିଲେ ମଧ୍ଯ ସେ ଯୀଶୁଙ୍କ ବିଷୟ ରେ ସମ୍ପୂର୍ଣ୍ଣ ଶିକ୍ଷା ଠିକ୍ ଭାବରେ ଦେଉଥିଲେ।

ରୋମୀୟଙ୍କ ପ୍ରତି ପତ୍ର 2:18

ତୁମ୍ଭେ ଜାଣ ଯେ, ତୁମ୍ଭେ କଣ କରିବ ବୋଲି ପରମେଶ୍ବର ଚ଼ାହାଁନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟଗୁଡ଼ିକ ମହତ୍ତ୍ବପୁର୍ଣ୍ଣ, କାରଣ ତୁମ୍ଭେ ବ୍ଯବସ୍ଥା ଶିଖିଛ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:19

କିନ୍ତୁ ମଣ୍ଡଳୀ ରେ ଅନ୍ୟ ଭାଷା ରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସମାନେେ ବୁଝୁଥିବା ପାନ୍ଚୋଟି କଥା କହିବାକୁ ଭଲ ପାଏ। ଏହାଦ୍ବାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦଇେ ପାରିବି।

ଗାଲାତୀୟଙ୍କ ପ୍ରତି ପତ୍ର 6:6

ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା' ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।

ପିତରଙ୍କ ଦିତୀୟ ପତ୍ର 1:15

ତୁମ୍ଭମାନେେ ଏହିକଥା ସର୍ବଦା ମନରେଖିବା ପାଇଁ ମୁଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କରିବି। ମୁଁ ଚାଲିଗଲା ପରେ ମଧ୍ଯ ତୁମ୍ଭେ ଯେପରି ଏକଥା ମନେ ରଖିବ, ଏହା ମୁଁ ଚା ହେଁ।

Interlinear

Choose Theme