ମନ୍ଦିର ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହାଇେଥିଲେ। ମନ୍ଦିରର ସବୋକାର୍ୟ୍ଯ ପାଇଁ ହାରୋଣଙ୍କ ଦତ୍ତ ନିଯମର ସମାନେେ ବାଧ୍ଯ ହେଲେ। ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ହାରୋଣଙ୍କୁ ଏହି ନିଯମଗୁଡ଼ିକ ପ୍ରଦାନ କରିଥିଲେ।
Cross references
ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ। ଇଲ୍କାନା ୟିରୋହମ୍ଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯେଲ୍ଙ୍କ ପୁତ୍ର ଥିଲେ। ଇଲୀଯେଲ୍ ତୋହଙ୍କ ପୁତ୍ର ଥିଲେ।
ଦ୍ବାରପାଳମାନଙ୍କର ଯେଉଁ ଆତ୍ମୀଯମାନେ େଛାଟ ସହରଗୁଡ଼ିକରେ ବାସ କରୁଥିଲେ, ସମାନଙ୍କେୁ ଆସି କେତକେ ନିର୍ଦ୍ଦିଷ୍ଟ ସମୟରେ ସାହାୟ୍ଯ କରିବାକୁ ପଡ଼ୁଥିଲା। ସମାନେେ ଆସୁଥିଲେ ଓ ପ୍ରେତ୍ୟକକ ଥର ଦ୍ବାରପାଳମାନଙ୍କୁ ସାତଦିନ ପର୍ୟ୍ଯନ୍ତ ସାହାୟ୍ଯ କରୁଥିଲେ।
ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା : ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର।
ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ : ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ଯାଜକ ଓ ଲବେୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନ ରେ କାର୍ୟ୍ଯ କରିବାକୁ ଯିବେ, ସମାନେେ ଦ୍ବାର ନିକଟରେ ଜଗି ରହିବେ।
ୟିହୋଯାଦା ଯାଜକ ଯେଉଁସବୁ ଆଜ୍ଞା ଦେଲେ, ତାହାକୁ ଲବେୀୟମାନେ ଓ ଯିହୁଦାର ସମସ୍ତ ଲୋକ ପାଳନ କଲେ। ଯାଜକ ୟିହୋଯାଦା, ଯାଜକ ଦଳର କୌଣସି ବ୍ଯକ୍ତିକୁ କ୍ଷମା ଦେଲେ ନାହିଁ। ତେଣୁ ପ୍ରେତ୍ୟକକ କପ୍ତାନ ଓ ତାଙ୍କର ସବୁ ଲୋକ ସମାନଙ୍କେୁ ଯାହା କୁହାଗଲା ତାହା କଲେ, ସମାନେେ ସହେି ସପ୍ତାହ ରେ କାର୍ୟ୍ଯ ରେ ଉପସ୍ଥିତ ରୁହନ୍ତୁ କି ଛୁଟି ନିଅନ୍ତୁ।
ପ୍ରେତ୍ୟକକ କାମ ଠିକ୍ ଭାବରେ ଓ କ୍ରମାନୁସା ରେ କରିବା ଉଚିତ୍।
ଲବେୀ ପରିବାରବର୍ଗଙ୍କ308 ଯାଜକମାନଙ୍କର ପଦ୍ଧତି ଅନୁଯାଯୀ ଲୋକଙ୍କୁ ବ୍ଯବସ୍ଥା ପ୍ରଦତ୍ତ ହାଇେଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ବାରା ଲୋକମାନଙ୍କୁ ଆଧ୍ଯାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ଯକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକର ଆବଶ୍ଯକ ଥିଲା।