Home Bibles ନିହିମିୟା 12:17 · ଓଡ଼ିଆ ବାଇବେଲ
ନିହିମିୟା 12:17 · ଓଡ଼ିଆ ବାଇବେଲ

ସିଖ୍ରି, ଅବିଯ ପରିବାରର ମୁଖ୍ଯ ଥିଲେ। ପିଲ୍ଟଲେ ମିନ୍ଯାମୀନ ଓ ମାେଯଦିଯ ପରିବାରର ମୁଖ୍ଯ ଥିଲେ।

Cross references

ପ୍ରଥମ ବଂଶାବଳୀ 24:9

ପଞ୍ଚମ ଦଳ ଥିଲା ମଲକିଯଙ୍କ ଦଳ।

ପ୍ରଥମ ବଂଶାବଳୀ 24:10

ସପ୍ତମ ଦଳ ଥିଲା ହକ୍କୋସଙ୍କ ଦଳ।

ନିହିମିୟା 10:7

ମଶୁଲ୍ଲମ୍, ଅବିଯ, ମିଯାମୀନ,

ଲୂକଲିଖିତ ସୁସମାଚାର 1:5

ହରେୋଦ ୟିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ 'ଅବିୟଙ୍କ' ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ।

Interlinear

Choose Theme