Home Bibles ଲୂକଲିଖିତ ସୁସମାଚାର 1:21 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 1:21 · ଓଡ଼ିଆ ବାଇବେଲ

ତଣେେ ଲୋକମାନେ ବାହା ରେ ଜିଖରିୟଙ୍କୁ ଅପେକ୍ଷା କରିଥିଲେ। ସମାନେେ ଆଶ୍ଚର୍ୟ୍ଯ ହେଲେ ଯେ ଏତେ ସମୟ ପର୍ୟ୍ଯନ୍ତ ଜିଖରିୟ ମନ୍ଦିର ଭିତ ରେ କାହିଁକି ଅଟକି ରହିଛନ୍ତି!

Cross references

ଗଣନା ପୁସ୍ତକ 6:23

ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,

Interlinear

Choose Theme