ପୁଣି ତାଙ୍କ ମସ୍ତକରେ ପଗଡି ରଖିଲେ, ପଗଡି ସମ୍ମୁଖ ରେ ସ୍ବର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଆନୁସା ରେ ଏହା କଲେ।
Cross references
ବୁକପଟା, ଏଫୋଦ, ଗୋଟିଏ ଚୋଗା, ଶୁକ୍ଲ ସୁତା ରେ ବୁଣା ୟାଇଥିବା ଚୋଗା, ପଗଡି ଓ କଟି ବନ୍ଧନ ସମାନେେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବ, ଯେଉଁଥିପାଇଁ ସମାନେେ ମାରେ ଯାଜକ ରୁପେ ସବୋ କରିବେ।
ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ େଛାଟ ମାହେର ରେ ଖାଦେିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର।
ତାହାର ମସ୍ତକରେ ପାଗ ବାନ୍ଧି ତା' ଉପରେ ଏକ ପବିତ୍ର ମୁକୁଟ ଦବେ।
ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡି ଓ ସୂକ୍ଷ୍ମ କ୍ଷୋମ ସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଲ ଜଙ୍ଘିଆ ପ୍ରସ୍ତୁତ କଲେ।
ମାଶାେ ସଦାପ୍ରଭୁଙ୍କ ସମସ୍ତ ନିଯମ ମାନି ତାଙ୍କର ଆଜ୍ଞା ଅନୁୟାଯୀ କାର୍ୟ୍ଯମାନ କଲେ।
ଏହାଥିଲା ସଦାପ୍ରଭୁଙ୍କ ପାଇଁ ହାମବେଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନବୈେଦ୍ଯ। ମାଶାେ ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଥିଲେ।
ତେଣୁ ସଦାପ୍ରଭୁ ମାଶାଙ୍କେୁ ଯେଉଁ ଆଜ୍ଞା ଦଇେଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।
ତା'ପ ରେ ମୁଁ କହିଲି, ତା'ର ମସ୍ତକରେ ଏକ ନିର୍ମଳ ପଗଡି ବାନ୍ଧି ଦିଅନ୍ତୁ। ତେଣୁ ସମାନେେ ତାଙ୍କର ମସ୍ତକରେ ନିର୍ମଳ ପଗଡି ବାନ୍ଧି ଦେଲେ। ସମାନେେ ତାଙ୍କୁ ପୁଣି ବସ୍ତ୍ର ପିନ୍ଧାଇଲା ବେଳେ ସଦାପ୍ରଭୁଙ୍କର ଦୂତ ପାଖ ରେ ଠିଆ ହାଇେଥିଲେ।
ସହେି ରେ ୗପ୍ୟ ଓ ସୁବର୍ଣ୍ଣ ରେ ମୁକୁଟ ନିର୍ମାଣ କର ଓ ସହେି ମୁକୁଟକୁ ମହାୟାଜକ ୟିହୋଷାଦଙ୍କ ପୁତ୍ର ଯିହାଶୂେୟ ମସ୍ତକରେ ରଖ। ଯିହାଶୂେୟ ଜଣେ ମହାୟାଜକ ଓ ସେ ୟିହୋଷାଦକଙ୍କ ପୁତ୍ର ଥିଲେ। ତା'ପ ରେ ଏହିସବୁ ତାଙ୍କୁ କୁହ:
ଖ୍ରୀଷ୍ଟ ପରମେଶ୍ବରଙ୍କ ବାଧ୍ଯ ହେଲେ, ତେଣୁ ପରମେଶ୍ବର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।