ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳ ନଇେ ପବିତ୍ର ତମ୍ବୁ ଓ ତହିଁ ମଧିଅରେ ଥିବା ସମସ୍ତ ବସ୍ତୁ ଉପରେ ସିଞ୍ଚନ କରି ସେସବୁକୁ ପବିତ୍ର କଲେ।
Cross references
ଏହି ଅତ୍ଯୁତ୍ତମ ସୁଗନ୍ଧି ଦ୍ରବ୍ଯ, ଅର୍ଥାତ୍ ପବିତ୍ରସ୍ଥାନର ଶକେଲ ଅନୁସାରେ ପାଞ୍ଚଶତ ଶକେଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢାଇଶ ଶକେଲ ସୁଗନ୍ଧି ବାରୁଚିନୀ ଓ ଅଢାଇଶତ ଶକେଲ ସୁଗନ୍ଧି ବଚ ସଂଗ୍ରହ କର।
ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସଗେୁଡିକ ମହାପବିତ୍ର ହବେ ଏବଂ ଯାହା କିଛି ସଗେୁଡିକ ସ୍ପର୍ଶ କରେ ସେସବୁ ନିଶ୍ଚଯ ପବିତ୍ର ହବେ।
ଏହାପରେ ଅଭିଷକୋର୍ଥକ ତୈଳ ନଇେ ତମ୍ବୁ ଓ ତନ୍ମଧ୍ଯସ୍ଥିତ ସମସ୍ତ ବସ୍ତୁ ଅଭିଷକେ କର ଓ ଉତ୍ସର୍ଗିତ କର। ତହଁି ରେ ତମ୍ବୁ ଓ ତାହାର ସାମଗ୍ରୀ ପବିତ୍ର ହବେ।
ସମାନେେ ସଦାପ୍ରଭୁଙ୍କର ଯାଜକରୂପେ ସବୋ କରିବାକୁ ଉପସ୍ଥିତ ହେଲାପରେ, ସଦାପ୍ରଭୁଙ୍କ ଉପହାରରୁ ଏହି ଅଂଶ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଆଗଲା।
ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷକୋର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମଷେଛୁଆ ଓ ତାଡିଶୂନ୍ଯ ରୋଟୀର ଡାଲା ଏକତ୍ରୀତ କର।