ଯାତ୍ରା ପୁସ୍ତକ 29:6 · ଓଡ଼ିଆ ବାଇବେଲ
ତାହାର ମସ୍ତକରେ ପାଗ ବାନ୍ଧି ତା' ଉପରେ ଏକ ପବିତ୍ର ମୁକୁଟ ଦବେ।
Cross references
ଯାତ୍ରା ପୁସ୍ତକ 28:36
ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ େଛାଟ ମାହେର ରେ ଖାଦେିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର।
ଲେବୀୟ ପୁସ୍ତକ 8:9
ପୁଣି ତାଙ୍କ ମସ୍ତକରେ ପଗଡି ରଖିଲେ, ପଗଡି ସମ୍ମୁଖ ରେ ସ୍ବର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଆନୁସା ରେ ଏହା କଲେ।
ଯିଖରିୟ 3:5
ତା'ପ ରେ ମୁଁ କହିଲି, ତା'ର ମସ୍ତକରେ ଏକ ନିର୍ମଳ ପଗଡି ବାନ୍ଧି ଦିଅନ୍ତୁ। ତେଣୁ ସମାନେେ ତାଙ୍କର ମସ୍ତକରେ ନିର୍ମଳ ପଗଡି ବାନ୍ଧି ଦେଲେ। ସମାନେେ ତାଙ୍କୁ ପୁଣି ବସ୍ତ୍ର ପିନ୍ଧାଇଲା ବେଳେ ସଦାପ୍ରଭୁଙ୍କର ଦୂତ ପାଖ ରେ ଠିଆ ହାଇେଥିଲେ।