Home Bibles ଲେବୀୟ ପୁସ୍ତକ 8:12 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 8:12 · ଓଡ଼ିଆ ବାଇବେଲ

ଏହାପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷକୋର୍ଥକ ତୈଳ ଢାଳି ତାଙ୍କୁ ମଧ୍ଯ ପବିତ୍ର କଲେ।

Cross references

ଯାତ୍ରା ପୁସ୍ତକ 28:41

ପୁଣି ତୁମ୍ଭର ଭ୍ରାତା ହାରୋଣକୁ ଓ ତା'ର ପୁତ୍ରଗଣକୁ ସହେିସବୁ ବସ୍ତ୍ର ପରିଧାନ କରାଅ। ତା'ପରେ ସମାନଙ୍କେୁ ଅଭିଷିକ୍ତ କର ଓ ଧର୍ମ ସମ୍ପ୍ରଦାଯଭୁକ୍ତ କର, ତା'ପରେ ସମାନଙ୍କେୁ ଯାଜକ ରୂପେ ମାରେ ସବୋ କରିବା ପାଇଁ ଛାଡିଦିଅ।

ଯାତ୍ରା ପୁସ୍ତକ 29:7

ଏହାପରେ ଅଭିଷକୋର୍ଥକ ତୈଳ ନଇେ ତାହାର ମସ୍ତକ ଉପରେ ଢାଳି ତାକୁ ଅଭିଷକେ କରିବ।

ଯାତ୍ରା ପୁସ୍ତକ 30:30

ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥି ରେ ସମାନେେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷକେ କରି ପବିତ୍ର କରିବେ।

ଲେବୀୟ ପୁସ୍ତକ 4:3

ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।

ଲେବୀୟ ପୁସ୍ତକ 7:36

ସମାନେେ ଅଭିଷିକ୍ତ ହେଲାପରେ ସଦାପ୍ରଭୁ ଏହା ସମାନଙ୍କେୁ ଦବୋପାଇଁ ଇଶ୍ରାୟେଲ ଲୋକମାନଙ୍କୁ ଆଦେଶ ଦେଲେ। ପୁରୁଷାନୁକ୍ରମ ରେ ତାହା ସମାନଙ୍କେର ଅଂଶ ହବେ।

ଲେବୀୟ ପୁସ୍ତକ 8:30

ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳରୁ ଓ ୟଜ୍ଞବଦେୀ ଉପରିସ୍ଥ ରକ୍ତରୁ କିଛି ନଇେ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ। ପୁଣି ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସମାନଙ୍କେ ବସ୍ତ୍ର ଉପରେ ତାହା ସିଞ୍ଚନ କଲେ। ଆଉ ହାରୋଣଙ୍କୁ ଓ ତାଙ୍କର ସମସ୍ତ ବସ୍ତ୍ରକୁ ପବିତ୍ର କଲେ।

ଲେବୀୟ ପୁସ୍ତକ 10:7

ଆଉ ତୁମ୍ଭେ ସମାଗମ ତମ୍ବୁ ଦ୍ବାରରୁ ବାହାରକୁ ୟିବ ନାହିଁ, ଗଲେ ମରିବ। କାରଣ ତୁମ୍ଭମାନଙ୍କ ଦହେ ରେ ସଦାପ୍ରଭୁଙ୍କର ଅଭିଷକେ ତୈଳ ଅଛି। ତେଣୁ ହାରୋଣ, ଇଲିଯାସର ଓ ଈଥାମର ମାଶାଙ୍କେ ଆଜ୍ଞା ଅନୁସାରେ କାର୍ୟ୍ଯ କଲେ।

ଲେବୀୟ ପୁସ୍ତକ 21:10

ଆଉ ନିଜ ଭ୍ରାତାମାନଙ୍କ ଉପରେ ଯେଉଁ ଲୋକ ମହାୟାଜକ ହାଇେଅଛି, ଯାହାର ମସ୍ତକରେ ଅଭିଷକୋର୍ଥକ ତୈଳ ଢଳା ୟାଇଅଛି, ଆଉ ୟିଏ ପବିତ୍ର ବସ୍ତ୍ର ପରିଧାନ କରିବାକୁ ପଦବୀ ରେ ନିୟୁକ୍ତ ହାଇେଅଛି, ସେ ନିଜ ମସ୍ତକର କେଶ ମୁକୁଳା କରିବା ଉଚିତ୍ ନୁହେଁ ଓ ନିଜ ବସ୍ତ୍ର ଚିରିବା ଉଚିତ୍ ନୁହେଁ।

ଗୀତସଂହିତା 133:2

ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ଯ ତୈଳ ସ୍ବରୂପ ୟାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।

Interlinear

Choose Theme