ତା'ପରେ ସେ ଅଭିଷକୋର୍ଥକ ତୈଳ ପାଇଁ ରଖାୟିଇଥିବା ତୈଳ ନେଲେ ଏବଂ ଏହା ୟଜ୍ଞବଦେୀ ଉପରେ ସାତଥର ଛିଞ୍ଚିଲେ। ସେ ୟଜ୍ଞବଦେୀ, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ରୂଖା ଅନ୍ଯାନ୍ଯ ବସ୍ତୁକୁ ପବିତ୍ର କରିବାକୁ ଅଭିଷକେ କଲେ।
Cross references
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହାତକୁ ତୁମ୍ଭର ଛାତି ରେ ରଖ।
ତେଣୁ ତୁମ୍ଭେ ୟାଅ ଓ ତୁମ୍ଭେ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗ ରେ ନଇୟୋଅ। ତୁମ୍ଭେ ଅଦ୍ଭୁତ କାର୍ୟ୍ଯ କରିବାକୁ ଏହି ଆଶାବାଡ଼ି ବ୍ଯବହାର କରିବ।
ଏହାପରେ କାକର ବିନ୍ଦୁସବୁ ଉର୍ଦ୍ଧକୁ ଉଠିୟିବାରୁ ଭୂମିସ୍ଥ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ଯ ମରୁଭୂମି ଉପରେ ପଡି ରହିଲା।
ମାଶାେ ସମାନଙ୍କେୁ କହିଲେ, ଆସନ୍ତା ଅନ୍ୟ ଦିନ ପାଇଁ ଖାଦ୍ୟ ସଂଗ୍ରହ କରି ରଖ ନାହିଁ।
ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସଗେୁଡିକ ମହାପବିତ୍ର ହବେ ଏବଂ ଯାହା କିଛି ସଗେୁଡିକ ସ୍ପର୍ଶ କରେ ସେସବୁ ନିଶ୍ଚଯ ପବିତ୍ର ହବେ।
ତା'ପରେ ସେ ଯାଜକ ସହେି ରକ୍ତ ରେ ନିଜର ଆଙ୍ଗୁଠି ବୁଡାଇ ସଦାପ୍ରଭୁଙ୍କ ଛାମୁ ରେ ମହାପବିତ୍ର ସ୍ଥାନର ବିଚ୍ଛଦେ ବସ୍ତ୍ର ଆଗ ରେ ସାତ ଥର ଛିଞ୍ଚିବ।
ପୁଣି ଯାଜକ ସହେି ରକ୍ତ ରେ ଆପଣା ଆଙ୍ଗୁଳି ବୁଡାଇ ସଦାପ୍ରଭୁଙ୍କ ସମ୍ମୁଖ ରେ ବିଚ୍ଛଦେ ବସ୍ତ୍ର ଆଗ ରେ ସାତଥର ଛିଞ୍ଚିବ।
ତା'ପରେ ଯାଜକ ସହେି ବାମ ହସ୍ତର ପାପୁଲିସ୍ଥିତ ତୈଳ ରେ ଆପଣା ଦକ୍ଷିଣ ଆଙ୍ଗୁଳି ବୁଡାଇ ଅଙ୍ଗୁଳି ଦ୍ବାରା ସହେି ତୈଳରୁ କିଛି ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ସାତଥର ଛିଞ୍ଚିବ।
ତେଣୁ ସେ ଅନକେ ଦେଶୀଯମାନଙ୍କୁ ଚମକାଇ ଦବେେ। ରାଜାମାନେ ତାଙ୍କ ସମ୍ମୁଖ ରେ ନିଜ ନିଜ ମୁଖ ବନ୍ଦ ରଖିବେ। କାରଣ ଯାହା ସମାନଙ୍କେୁ କୁହାୟାଇ ନ ଥିଲା, ତାହା ସମାନେେ ଦେଖିବେ ଓ ଯାହା ସମାନେେ ଶୁଣି ନ ଥିଲେ ତାହା ସମାନେେ ବୁଝିବେ।'
ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।
ପରମେଶ୍ବର ଆମ୍ଭର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସହେି ପବିତ୍ର ଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢ଼ାଳିଲେ।