Home Bibles ଲେବୀୟ ପୁସ୍ତକ 21:10 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 21:10 · ଓଡ଼ିଆ ବାଇବେଲ

ଆଉ ନିଜ ଭ୍ରାତାମାନଙ୍କ ଉପରେ ଯେଉଁ ଲୋକ ମହାୟାଜକ ହାଇେଅଛି, ଯାହାର ମସ୍ତକରେ ଅଭିଷକୋର୍ଥକ ତୈଳ ଢଳା ୟାଇଅଛି, ଆଉ ୟିଏ ପବିତ୍ର ବସ୍ତ୍ର ପରିଧାନ କରିବାକୁ ପଦବୀ ରେ ନିୟୁକ୍ତ ହାଇେଅଛି, ସେ ନିଜ ମସ୍ତକର କେଶ ମୁକୁଳା କରିବା ଉଚିତ୍ ନୁହେଁ ଓ ନିଜ ବସ୍ତ୍ର ଚିରିବା ଉଚିତ୍ ନୁହେଁ।

Cross references

ଆଦି ପୁସ୍ତକ 37:34

ଏହାର ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶଷେ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶାେକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ୟ୍ଯନ୍ତ ପୁତ୍ର ପାଇଁ ଶୋକ କଲେ।

ଯାତ୍ରା ପୁସ୍ତକ 28:2

ତୁମ୍ଭର ଭାଇ ହାରୋଣଙ୍କ ପାଇଁ ପବିତ୍ର ବସ୍ତ୍ର ତିଆରି କର। ସହେି ବସ୍ତ୍ର ପିନ୍ଧିଲେ ସେ ସମ୍ମାନ ପାଇବେ ଓ ସୁନ୍ଦର ଦିଶିବେ।

ଯାତ୍ରା ପୁସ୍ତକ 29:29

ହାରୋଣଙ୍କ ପାଇଁ ପ୍ରସ୍ତୁତ ଏହି ସ୍ବତନ୍ତ୍ର ବସ୍ତ୍ରକୁ ସାଇତି ରଖ। ତାଙ୍କର ମୃତ୍ଯୁ ପରେ ଏହି ପୋଷାକ ତାଙ୍କର ଭବିଷ୍ଯତ ବଂଶଧରମାନଙ୍କ ଦ୍ବାରା ବ୍ଯବହାର ହବେ। ସେ ଏହାକୁ ପିନ୍ଧିବେ ଯେତବେେଳେ ସେ ଅଭିଷିକ୍ତ ଓ ଯାଜକ ପଦ ରେ ସମ୍ପ୍ରଦାଯଭୁକ୍ତ ହବେେ।

ଲେବୀୟ ପୁସ୍ତକ 4:3

ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।

ଲେବୀୟ ପୁସ୍ତକ 8:7

ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।

ଲେବୀୟ ପୁସ୍ତକ 8:12

ଏହାପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷକୋର୍ଥକ ତୈଳ ଢାଳି ତାଙ୍କୁ ମଧ୍ଯ ପବିତ୍ର କଲେ।

ଲେବୀୟ ପୁସ୍ତକ 10:6

ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀଯାସର ଓ ଈଥାମରଙ୍କୁ କହିଲେ, ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭମାନେେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦବୋଭଳି କାର୍ୟ୍ଯ କର ଓ ତୁମ୍ଭମାନେେ ମୃତ୍ଯୁବରଣ କରିବ ନାହିଁଏବଂ ପରମେଶ୍ବର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ବଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇଶ୍ରାୟେଲ ବଂଶ ରୋଦନ କରନ୍ତୁ।

ଲେବୀୟ ପୁସ୍ତକ 13:45

ପୁଣି ଯେଉଁ ଲୋକ କୁଷ୍ଠ ରୋଗୀ, ତାହାର ବସ୍ତ୍ର ଚିରାୟିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ର ରେ ଢାଙ୍କିବ। ପୁଣି ଅଶୁଚି, ଅଶୁଚି ବୋଲି ଚିତ୍କାର କରିବ।

ଲେବୀୟ ପୁସ୍ତକ 16:32

ପୁଣି ପିତା ବଦଳ ରେ ଯେଉଁ ପୁତ୍ର ମହାୟାଜକତ୍ବ ପଦ ରେ ଅଭିଷିକ୍ତ ଓ ନିୟୁକ୍ତ ହବେ, ସହେି ସହାୟାଜକ ପ୍ରାଯଶ୍ଚିତ କରିବ। ଆଉ ସେ ଶୁଭ୍ରବସ୍ତ୍ର ଅର୍ଥାତ୍ ପବିତ୍ର ବସ୍ତ୍ରସବୁ ପିନ୍ଧିବ।

ଗଣନା ପୁସ୍ତକ 6:7

ବ୍ରତ ସମୟରେ ଏପରିକି ସେ ନିଜର ପିତା କି ମାତା କି ଭ୍ରାତା କି ଭଗିନୀ ମଲେ ସମାନଙ୍କେୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। କାରଣ ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ହବୋର ଚିହ୍ନ ତାହାର ମସ୍ତକରେ ଅଛି,

ଗଣନା ପୁସ୍ତକ 35:25

ଆଉ ମଣ୍ତଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସହେି ନରହତ୍ଯାକାରୀକି ଉଦ୍ଧାର କରିବେ, ପୁଣି ସେ ଯେଉଁ ସ୍ଥାନକୁ ପଳାଇ ୟାଇଥିଲା ସହେି ଆଶ୍ରଯ ନଗର ରେ ମଣ୍ତଳୀ ପୁନର୍ବାର ତାହାକୁ ପହୁଞ୍ଚାଇ ଦବେେ; ଆଉ ଯେଉଁ ପର୍ୟ୍ଯନ୍ତ ପବିତ୍ର ତୈଳର ଅଭିଷିକ୍ତ ମହାୟାଜକର ମୃତ୍ଯୁ ନହୁଏ, ସେ ପର୍ୟ୍ଯନ୍ତ ସେ ସହେି ସ୍ଥାନ ରେ ବାସ କରିବ।

ଦିତୀୟ ଶାମୁୟେଲ 15:30

ଦାଉଦ ଜୈତକ୍ସ୍ଟନ ପର୍ବତ ଉପରକକ୍ସ୍ଟ ଚଢି଼ଲେ ଓ ସେ କାନ୍ଦକ୍ସ୍ଟଥିଲେ, ସେ ତାଙ୍କର ମକ୍ସ୍ଟଣ୍ତକକ୍ସ୍ଟ ଘୋଡାଇ ଦଇେ ଖାଲି ପାଦ ରେ ଗ୍ଭଲକ୍ସ୍ଟଥିଲେ।

ଏଷ୍ଟର ବିବରଣ 6:12

ଏହାପରେ ମର୍ଦ୍ଦଖଯ ପୁନର୍ବାର ରାଜଦ୍ବାରକୁ ଆସିଲା। ମାତ୍ର ମହାନ୍ ଶାେକକୁଳ ହାଇେ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା।

ଆୟୁବ ପୁସ୍ତକ 1:20

ଆୟୁବ ଯେତବେେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦଲୋ ଏବଂ ଦୁଃଖ ଓ ଗ୍ଲାନି ରେ ଲଣ୍ଡା ହାଇପେଡ଼ିଲା। ତା'ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ବରଙ୍କୁ ଉପାସନା କରିବାକୁ ଲାଗିଲା।

ଗୀତସଂହିତା 133:2

ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ଯ ତୈଳ ସ୍ବରୂପ ୟାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।

ମାଥିଉଲିଖିତ ସୁସମାଚାର 26:65

ମହାୟାଜକ ଏକଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକଇେଲେ ଓ ସେ କହିଲେ, ଏ ଯେଉଁ ସବୁ କଥା କହିଲେ, ତା' ଦ୍ବାରା ପରମେଶ୍ବରଙ୍କର ନିନ୍ଦା ହାଇେଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭମାନେେ ପରମେଶ୍ବରଙ୍କର ନିନ୍ଦା ଶୁଣିଛ। ତୁମ୍ଭମାନେେ ତବେେ କ'ଣ ଭାବୁଛ?

Interlinear

Choose Theme