ମାତ୍ର ପବିତ୍ର ସ୍ଥାନ ରେ ପ୍ରାଯଶ୍ଚିତ କରିବା ନିମନ୍ତେ ଯଦି କୌଣସି ପାପାର୍ଥକ ବଳିର ରକ୍ତ ସମାଗମ ତମ୍ବୁ ଭିତରକୁ ଅଣାୟାଏ, ତବେେ ସହେି ପାପାର୍ଥକ ବଳି ନିଶ୍ଚଯ ଭୋଜନ କରାୟିବା ଉଚିତ୍ ନୁହେଁ। ତାହା ସମ୍ପୁର୍ଣ୍ଣରୂପେ ଅଗ୍ନି ରେ ଦଗ୍ଧ କରାୟିବା ଉଚିତ୍।
Cross references
ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।
ଦେଖ ପବିତ୍ରସ୍ଥାନ ଭିତରକୁ ଉତ୍ସର୍ଗ ପଶୁର ରକ୍ତ ଅଣାଗଲା ନାହିଁ। ତେଣୁ ତୁମ୍ଭମାନେେ ତାହା ମାେ ଆଦଶାେନୁସା ରେ ପବିତ୍ର ସ୍ଥାନ ରେ ଭୋଜନ କରିବା ଉଚିତ୍।
ଯେଉଁ ପାପର୍ଥକ ବଳି ଗୋବତ୍ସ ଓ ଛାଗର ରକ୍ତ ମହାପବିତ୍ର ସ୍ଥାନକୁ ଅଣାୟାଇ ପ୍ରାଯଶ୍ଚିତ ହବୋ ପାଇଁ ଥିଲା, ସମାନଙ୍କେର ଚର୍ମ, ମାଂସ ଓ ମଳ, ଲୋକମାନେ ଛାଉଣୀ ବାହାରକୁ ନଇେ ଅଗ୍ନି ରେ ଦଗ୍ଧ କରିବେ।
କିନ୍ତୁ ଏବେ ଖ୍ରୀଷ୍ଟ ମହାୟାଜକ ରୂପେ ଆସିଅଛନ୍ତି। ଖ୍ରୀଷ୍ଟ ହେଉଛନ୍ତି ଆମ୍ଭ ପାଖ ରେ ଥିବା ସମସ୍ତ ଉତ୍ତମ ବିଷୟର ମହାୟାଜକ। କିନ୍ତୁ ଯୀଶୁ ଅନ୍ୟ ଯାଜକମାନଙ୍କ ଭଳି ତମ୍ବୁ ରେ ଆପଣା ସବୋକାର୍ୟ୍ଯ କରନ୍ତି ନାହିଁ। ଖ୍ରୀଷ୍ଟ ତାହା ଅପେକ୍ଷା ମହତ୍ତର ଓ ଶ୍ ରେଷ୍ଠ ସ୍ଥଳ ରେ ସବୋକାର୍ୟ୍ଯ କରନ୍ତି ଏବଂ ଏହି ସ୍ଥାନଟି ମଣିଷମାନେ ତିଆରି କରି ନାହାଁନ୍ତି।
ମହାୟାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନଇେ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହା ରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ।