Home Bibles ☰ Books ଲେବୀୟ ପୁସ୍ତକ 6:17 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 6:17 · ଓଡ଼ିଆ ବାଇବେଲ

ଶସ୍ଯ ନବୈେଦ୍ଯ ବିନା ତାଡି ରେ ପାକ କରାୟିବ। ମାେତେ ଦିଆୟାଇଥିବା ଉପହାରରୁ କିଛି ଅଂଶ ଯାଜକମାନଙ୍କୁ ଦଇେଅଛି। ତାହା ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ଯ ମହାପବିତ୍ର ରୂପେ ବ୍ଯବହାର କରାୟିବା ଉଚିତ୍।

Cross references

ଯାତ୍ରା ପୁସ୍ତକ 29:33

ସମାନଙ୍କେୁ ପଦ ରେ ନିୟୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ବାରା ପ୍ରାଯଶ୍ଚିତ ହେଲା, ତାହା ସମାନେେ ଭୋଜନ କରିବେ। ମାତ୍ର କୌଣସି ଅନ୍ୟ ବଂଶୀଯ ଲୋକ ତାହା ଭୋଜନ କରିବ ନାହିଁକାରଣ ତାହାସବୁ ପବିତ୍ର ବସ୍ତୁ।

ଯାତ୍ରା ପୁସ୍ତକ 29:37

ସାତଦିନ ୟାଏ ୟଜ୍ଞବଦେୀକୁ ପ୍ରସ୍ତୁତ କର। ଏହିପରି ୟଜ୍ଞବଦେୀଟି ଅତି ପବିତ୍ର ହବେ। ଯାହା କିଛି ୟଜ୍ଞବଦେୀକୁ ସ୍ପର୍ଶ କରେ ନିଶ୍ଚଯ ସେସବୁ ପବିତ୍ର ହବେ।

ଯାତ୍ରା ପୁସ୍ତକ 40:10

ଆଉ ହୋମବଦେୀ ଓ ତହିଁର ସକଳ ସାମଗ୍ରୀ ଅଭିଷକେ କରି ଉତ୍ସର୍ଗିତ କର। ତହିଁରେ ସହେି ୟଜ୍ଞବଦେୀ ଅତ୍ଯନ୍ତ ପବିତ୍ର ହବେ।

ଲେବୀୟ ପୁସ୍ତକ 2:3

ଏହି ଶସ୍ଯ ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହବେ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆୟାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।

ଲେବୀୟ ପୁସ୍ତକ 2:11

ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେ କୌଣସି ଶସ୍ଯ-ନବୈେଦ୍ଯ ଆଣିବ, ତାହା ତାଡିଶୂନ୍ଯ ହବୋ ଉଚିତ୍। ତୁମ୍ବମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ରୂପେ ତାଡି କି ମଧୁ କବେେ ଦଗ୍ଧ କରିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 6:25

ହାରୋଣ ଓ ତାଙ୍କ ପୁତ୍ରଗଣଙ୍କୁ କୁହ, ପାପରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ପଶୁବଳି ଉତ୍ସର୍ଗ କରିବାର ବ୍ଯବସ୍ଥା। ଯେଉଁ ସ୍ଥାନ ରେ ହାମବେଳି ଉତ୍ସର୍ଗ କରାୟାଏ, ସହେି ସ୍ଥାନ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପମାଚେନ ପାଇଁ ପଶୁ ଉତ୍ସର୍ଗ କରାୟିବ। ଏହା ମହାପବିତ୍ର ଅଟେ।

ଲେବୀୟ ପୁସ୍ତକ 6:29

ଯାଜକ ପରିବାରରୁ ଯେ କୌଣସି ପୁରୁଷ ତାହା ଭୋଜନ କରିବେ। ତାହା ଅତି ପବିତ୍ର ଅଟେ।

ଲେବୀୟ ପୁସ୍ତକ 7:1

ଏହିସବୁ ଦୋଷାର୍ଥକ ବଳିର ବିଧି ଅଟେ। ତାହା ମହାପବିତ୍ର।

ଲେବୀୟ ପୁସ୍ତକ 7:6

ଯାଜକ ପରିବାର ମଧ୍ଯରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରିପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନ ରେ ତାହା ଭୋଜନ କରାୟିବ।

ଗଣନା ପୁସ୍ତକ 18:9

ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡିକ ତୁମ୍ଭର ହବେ। ଏହି ଅଂଶଗୁଡିକ ଦଗ୍ଧ ହବୋ ଉଚିତ୍ ନୁହଁ ଯଥା: ସମାନଙ୍କେର ଶସ୍ଯ ନବୈେଦ୍ଯ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ଯତ ବଂଶଧରଙ୍କ ପାଇଁ।

ପିତରଙ୍କ ପ୍ରଥମ ପତ୍ 2:22

ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁ ରେ ଉଚ୍ଚାରଣ କରି ନ ଥିଲେ। ୟିଶାଇୟ 53:9

Interlinear

Choose Theme