Cross references
ଏହାପରେ ତାଡିଶୁନ୍ଯ ରୋଟୀ ଓ ତୈଳୟୁକ୍ତ ତାଡିଶୂନ୍ଯ ଚକୁଳୀ, ଏବଂ ତୈଳୟୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡୀଶୂନ୍ଯ ଅଟାରୁ ପ୍ରସ୍ତୁତ କରିବ।
ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ଏହା ହାମବେଳିର ବ୍ଯବସ୍ଥା ଅଟେ, ହାମବେଳି ସମସ୍ତ ପ୍ରଭାତ ହବୋ ପର୍ୟ୍ଯନ୍ତ ୟଜ୍ଞବଦେୀର ଅଗ୍ନି ଉପରେ ରହିବ, ପୁଣି ଅଗ୍ନି ଜ୍ବଳନ୍ତ ରହିବା ଉଚିତ୍।
ଦେଖ ପବିତ୍ରସ୍ଥାନ ଭିତରକୁ ଉତ୍ସର୍ଗ ପଶୁର ରକ୍ତ ଅଣାଗଲା ନାହିଁ। ତେଣୁ ତୁମ୍ଭମାନେେ ତାହା ମାେ ଆଦଶାେନୁସା ରେ ପବିତ୍ର ସ୍ଥାନ ରେ ଭୋଜନ କରିବା ଉଚିତ୍।
ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡିକ ତୁମ୍ଭର ହବେ। ଏହି ଅଂଶଗୁଡିକ ଦଗ୍ଧ ହବୋ ଉଚିତ୍ ନୁହଁ ଯଥା: ସମାନଙ୍କେର ଶସ୍ଯ ନବୈେଦ୍ଯ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ଯତ ବଂଶଧରଙ୍କ ପାଇଁ।
ଠିକ୍ ଶସ୍ଯ ଓ ନୂତନ ଦ୍ରାକ୍ଷାରସ ପରି ଏହା ତୁମ୍ଭର ଉପହାର ହବେ।
ତହୁଁ ସେ ମାେତେ କହିଲେ, ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗ ରେ ଯେଉଁ କଠାେରୀଗୁଡ଼ିକ ଅଛି ସେସବୁ ପବିତ୍ର କଠାେରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସମାନେେ ସଠାେ ରେ ମହାପବିତ୍ର ଦ୍ରବ୍ଯସବୁ ଭୋଜନ କରିବେ। ଆଉ ସହେି ସ୍ଥାନ ରେ ସମାନେେ ମହାପବିତ୍ର ଦ୍ରବ୍ଯସବୁ ଓ ଭକ୍ଷ୍ଯ ନବୈେଦ୍ଯ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସହେି ସ୍ଥାନ ଅତି ପବିତ୍ର ଅଟେ।